Home ଜିଲ୍ଲା ପରିକ୍ରମା ଖନ୍ତାପଡ଼ା ପୋଲିସ ଦ୍ୱାରା ଗୋରୁ କଣ୍ଟେନର ଜବଦ

ଖନ୍ତାପଡ଼ା ପୋଲିସ ଦ୍ୱାରା ଗୋରୁ କଣ୍ଟେନର ଜବଦ

28

ବାହାନଗା,୧୪ା୧ (ଭାରତୀ ଦାସ / ଓଡ଼ିଆ ପୁଅ): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ୧୬ନଂ ଜାତୀୟ ରାଜପଥ ଟୋଲଗେଟ ଅନତି ଦୁରରୁ ଏକ ଗୋରୁ ବୋଝେଇ କଣ୍ଟେନର ଖନ୍ତାପଡ଼ା ପୋଲିସ ଜବଦ କରିଛି । ପୋଲିସ ସୂଚନା ଅନୁସ।।ରେ ଆଜି ସକାଳେ ଏକ (ଓଡ଼ି ୦୧କେ -୯୫୮୧) କଣ୍ଟେନର ଗୋରୁ ବୋଝେଇ କରି ଭଦ୍ରକରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା । ଖବର ପାଇ ଖନ୍ତାପଡ଼ା ପୋଲିସ ତାକୁ ଟୋଳଗେଟ ଅନତି ଦୁରରେ ଅଟକାଇ ସେଥିରେ ଯାଞ୍ଚ କରିବାରୁ ସେଥିରେ ୫୬ଟି ଗୋରୁ ଦୟନୀୟ ଅବସ୍ଥାରେ ଚାଲାଣ ହେଇଥିବାର ଜଣାପଡ଼ିଥିଲା । ଫଳରେ ତାକୁ ଫାଣ୍ଡିକୁ ଆଣି ଅଟକ ରଖିବା ସହ ସେଥିରେ ଥିବା ଡ୍ରାଇଭର ଓ ୨ଜଣଣକୁ ଅଟକ ରଖି ଥବବାର ଜଣାପଡ଼ିଛି । ଗୋରୁ ଗୁୁଡ଼ିକ ଭାରତୀ ଗୋଶାଳାକୁ ପଠାଇ ଦିଆ ଯାଇଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.