Home ଜିଲ୍ଲା ପରିକ୍ରମା ଖଇରା ବ୍ଲକରେ ବର୍ଷା ଜଳ ସଂରକ୍ଷଣ ଅଭିଯାନ

ଖଇରା ବ୍ଲକରେ ବର୍ଷା ଜଳ ସଂରକ୍ଷଣ ଅଭିଯାନ

40

ଖଇରା ୨୫-୧୧ (ଓଡ଼ିଆ ପୁଅ) ଆଜି ନେହେରୁ ଯୁବ କେନ୍ଦ୍ର ବାଲେଶ୍ୱର ତରଫରୁ ଏହା ଖଇରା ବ୍ଲକରେ ବର୍ଷା ଜଳ ସଂରକ୍ଷଣ ଅଭିଯାନ ଆରମ୍ଭ ହୋଇଛି। ଏହାକୁ ବାଲେଶ୍ୱର ଜିଲ୍ଲାର ଯୁବ ଅଧିକାରୀ ରମେଶ ଆର. କପୁରଙ୍କ ଦ୍ଵାରା ଶୁଭାରମ୍ଭ ହୋଇଥିଲା। ଏହି ଅଭିଯାନ ପାଇଁ ଖଇରା ବ୍ଲକରେ ଜନକଲ୍ୟାଣ ଯୁବକ ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଛି।

ନହଁଗ ବିଦ୍ୟାଳୟରେ ଏକ ପ୍ରତିଯଗିତାମୂଳକ କାର୍ଯକ୍ରମ ଅନୁଷ୍ଠିତ ହୋଇଛି।

ଏହି ଅଭିଯାନ ପାଇଁ ବିଭିନ୍ନ ଗ୍ରାମରେ ସଚେତନ କରାଇବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା ଓ କାନ୍ଥ ଗୁଡ଼ିକରେ ଜଳ ସଂରକ୍ଷଣ ଚିତ୍ର ଅଙ୍କନ କରାଯାଇ ଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.