Home କୋରାପୁଟ କୋରାପୁଟ ରାଜର୍ଶି  ବିକ୍ରମ ଓାକରସ କ୍ଲବ ଓ ଲାଇନସ କ୍ଲବ କର୍ମକର୍ତାଙ୍କ ବୃକ୍ଷରୋପଣ

କୋରାପୁଟ ରାଜର୍ଶି  ବିକ୍ରମ ଓାକରସ କ୍ଲବ ଓ ଲାଇନସ କ୍ଲବ କର୍ମକର୍ତାଙ୍କ ବୃକ୍ଷରୋପଣ

99

କୋରାପୁଟ ୧୦-୦୭(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ରାଜର୍ଶି ବିକ୍ରମ ଓାକରସ କ୍ଲବ ଓ ଲାଇନସ କ୍ଲବର କର୍ମକର୍ତାମାନେ ବୃକ୍ଷରୋପଣ କରିଥିଲେ ବୋଲି ଜଣାପଡିଛି ।କୋରାପୁଟ ସରକାରୀ ବାଳିକା ବିଦ୍ୟାଳୟ ପଛପଟେ ଥିବା ରାସ୍ତା କଡରେ ବିଭିନ୍ନ ପ୍ରକାରର ୨୧ ଗୋଟି ବୃକ୍ଷରୋପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଜଗନ ମୋହନ ସାହୁ ,  ସୁନୀଲ କୁମାର ମିଶ୍ର ,ଆଶା ମିଶ୍ର ,ବିଜୟ କୁମାର ପଟନାୟକ ,ଲଲିତ ମୋହନ ପଟନାୟକ,ଅକ୍ରୁ ଚରଣ ବାରିକ ,ସ୍ନେହଲତା ସାହୁ , ସୁଷମା ପଟନାୟକ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.