Home Coronavirus Outbreak ଆଜି ସୁସ୍ଥ ହେଲେ ୩୧୨୦ କରୋନା ଆକ୍ରାନ୍ତ

ଆଜି ସୁସ୍ଥ ହେଲେ ୩୧୨୦ କରୋନା ଆକ୍ରାନ୍ତ

42

ଭୁବନେଶ୍ୱର ୧୦-୭ (ଓଡ଼ିଆ ପୁଅ) ଆଜି ସୁସ୍ଥ ହେଲେ ୩୧୨୦ କରୋନା ଆକ୍ରାନ୍ତ। ତେବେ

୫୯୫ – କଟକ ଜିଲ୍ଲାରୁ,

୫୪୨ – ଖୋର୍ଦ୍ଦା ଜିଲ୍ଲାରୁ,

୨୫୮ – ବାଲେଶ୍ୱର ଜିଲ୍ଲାରୁ,

୨୦୪ – ଯାଜପୁର ଜିଲ୍ଲାରୁ,

୧୯୩ – ମୟୁରଭଞ୍ଜ ଜିଲ୍ଲାରୁ,

୧୭୯ – ପୁରୀ ଜିଲ୍ଲାରୁ,

୧୪୪ – ଭଦ୍ରକ ଜିଲ୍ଲାରୁ,

୧୦୪ – ନୟାଗଡ଼ ଜିଲ୍ଲାରୁ,

୮୭ – ଜଗତସିଂହପୁର ଜିଲ୍ଲାରୁ,

୭୭ – କୋରାପୁଟ ଜିଲ୍ଲାରୁ,

୭୬ – କେନ୍ଦ୍ରାପଡ଼ା ଜିଲ୍ଲାରୁ,

୬୪ – ମାଲକାନଗିରି

୬୧ – ଅନୁଗୁଳ ଜିଲ୍ଲାରୁ,

୫୮ – ଢେଙ୍କାନାଳ ଜିଲ୍ଲାରୁ,

୫୩ – ସୁନ୍ଦରଗଡ଼ ଜିଲ୍ଲାରୁ,

୫୧ – ରାୟଗଡ଼ା ଜିଲ୍ଲାରୁ,

୫୦ – କେନ୍ଦୁଝର ଜିଲ୍ଲାରୁ,

୩୭ – କନ୍ଧମାଳ ଜିଲ୍ଲାରୁ,

୩୪ – ବରଗଡ଼ ଜିଲ୍ଲାରୁ,

୩୩ – ନବରଙ୍ଗପୁର ଜିଲ୍ଲାରୁ,

୨୫ – ବଲାଙ୍ଗୀର ଜିଲ୍ଲାରୁ,

୧୮ – ସମ୍ବଲପୁର ଜିଲ୍ଲାରୁ,

୧୬ – କଳାହାଣ୍ଡି ଜିଲ୍ଲାରୁ,

୧୪ – ସୋନପୁର ଜିଲ୍ଲାରୁ,

୧୦ – ଗଞ୍ଜାମ ଜିଲ୍ଲାରୁ,

୧୦ – ଝାରସୁଗୁଡ଼ା ଜିଲ୍ଲାରୁ,

୯ – ବୌଦ୍ଦ ଜିଲ୍ଲାରୁ,

୮ – ନୂଆପଡ଼ା ଜିଲ୍ଲାରୁ,

୭ – ଦେବଗଡ଼ ଜିଲ୍ଲାରୁ,

୬ – ଗଜପତିଜିଲ୍ଲାରୁ,

୯୭ – ଷ୍ଟେଟ ପୁଲରୁ

ମୋଟ ସୁସ୍ଥଙ୍କ ସଂଖ୍ୟା ହେଲା ୯୦୯୬୩୯ ରେ ପହଁଚିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.