Home କୋରାପୁଟ କୋରାପୁଟ ପେଟ୍ରୋଲ ଟାଙ୍କିରେ କଂଗ୍ରେସର ବିକ୍ଷୋଭ

କୋରାପୁଟ ପେଟ୍ରୋଲ ଟାଙ୍କିରେ କଂଗ୍ରେସର ବିକ୍ଷୋଭ

157

କୋରାପୁଟ ୧୫-୦୭(ଓଡିଆ ପୁଅ /ରଂଜନ ଦାସ) ପେଟ୍ରୋଲ , ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ବୃଦ୍ଧି ପ୍ରତିବାଦରେ କୋରାପୁଟସ୍ଥିତ ଏକ ପେଟ୍ରୋଲ ଟାଙ୍କିରେ କଂଗ୍ରେସ ନେତାମାନେ ବି କ୍ଷୋଭ କରିବା ସହ ଖାଉଟିମାନଙ୍କୁ ତେଳ ନ କ୍ରୟ କରି ପ୍ରତିବାଦ କରିବାକୁ ନିବେଦନ କରିଥିଲେ ।ତୈଳ ଦର ହ୍ରାସ ନ ହେଲେ ଆସନ୍ତାଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି  କଂଗ୍ରେସ ନେତା କୃଷ୍ଣ କୁଲଦୀପ ଚେତାବନୀ ଦେଇଛନ୍ତି ।ପୂର୍ବତନ ବିଧାୟକ ନିମାଇଁ ସରକାର , ପୂର୍ବତନ ଜିଲ୍ଲା କାର୍ଯ୍ୟକାରୀ ସଭାପତି ରୁପକ ତୁରୁକ ,କୋରାପୁଟ ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ବାଖ୍ୟା , କୋରାପୁଟ ନଗର କଂଗ୍ରେସ କମିଟି ସଭାପତି ଜୟନ୍ତ କଚିନ , ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଜଗଦୀଶ ଖୋସଲା , ଭବାନୀ ଶଙ୍କର ମିଶ୍ର , ବିଜୟ କୁମାର ରାଓ ପ୍ରମୁଖ ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.