Home କୋରାପୁଟ କୋରାପୁଟ ଟାଉନ ପୋଲିସ ଦ୍ୱାରା ୯ ଜୁଆଡି ଗିରଫ

କୋରାପୁଟ ଟାଉନ ପୋଲିସ ଦ୍ୱାରା ୯ ଜୁଆଡି ଗିରଫ

25

କୋରାପୁଟ ୨୦-୧୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଟାଉନ ପୋଲିସ ଦ୍ୱାରା ୯ଜଣ ଜୁଆଡିଙ୍କୁ ଗିରଫ କରାଯାଇଥିବା ଭାରପ୍ରାପ୍ତ ନିରୀକ୍ଷକ ଧିରେନ ପଟନାୟକ ସୂଚନା ଦେଇଛନ୍ତି ।କୋରାପୁଟ ସହରସ୍ଥିତ ଏଲାଇଟ କ୍ଲବରେ ଜୁଆ ଖେଳ ଚାଲୁଥିବା ଖବର ପାଇ ଟାଉନ ପୋଲିସ  କ୍ଲବକୁ ଯାଇଥିଲେ  ଓ ୯ ଜଣଙ୍କୁ ଗିରଫ କରିବା ସହ ୫୧ ହଜାର ୮୦୦ ଟଙ୍କା, ୫ ସେଟ ତାସ ଏବଂ ଗୋଟିଏ ବିଛଣା ଚାଦର ଜବତ କରାଯାଇଥିବା ସେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.