Home କୋରାପୁଟ କୋରାପୁଟ ଜିଲ୍ଲାରେ ୩୧୭ ମିମି ବର୍ଷା

କୋରାପୁଟ ଜିଲ୍ଲାରେ ୩୧୭ ମିମି ବର୍ଷା

47

କୋରାପୁଟ ୧୪-୦୬(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ ଗତ ୨୪ ଘଂଟାରେ   ୩୧୭.୮ ମିମି ବର୍ଷା  ହୋଇଥିବା ଜଣାପଡିଛି   ା ଲମତାପୁଟ ବ୍ଲକରେ  ସର୍ବାଧିକ  ୭୭.୪  ମିମି ବର୍ଷା ହୋଇଥିବାବେଳେ ବନ୍ଧୁଗାଁ  ବ୍ଲକରେ  ଆଦୌ ବର୍ଷା ହୋଇ ନଥିବା ଜଣାପଡିଛି । ସେହିପରି କୋରାପୁଟରେ ୩୯ ମିମି ବର୍ଷା ହୋଇଥିବାବେଳେ  ପଟ୍ଟାଙ୍ଗିରେ ୧୩,ନନ୍ଦପୁରରେ ୨୭.ଦଶମନ୍ତପୁରରେ ୮,ନାରାୟଣପାଟଣାରେ ୧, ଲକ୍ଷ୍ମୀପୁରରେ ୩, ସେମିଲିଗୁଡାରେ ୨୨,ଜୟପୁରରେ ୩୬.୮,କୋଟପାଡରେ ୧୪, କୁନ୍ଦୁରାରେ ୨୫.୪,ବୋରିଗୁମ୍ମାରେ ୨୦.୮  ଏବଂ ବୈପାରିଗୁଡା ବ୍ଲକରେ ୩୦  ମିମି ବର୍ଷା ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.