Home କୋରାପୁଟ କୋରାପୁଟରେ ବିଜୁବାବୁଙ୍କ ୧୦୫ତମ ଜୟନ୍ତୀ ପାଳିତ

କୋରାପୁଟରେ ବିଜୁବାବୁଙ୍କ ୧୦୫ତମ ଜୟନ୍ତୀ ପାଳିତ

24

କୋରାପୁଟ  ୦୫-୦୩(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ କୋରାପୁଟ ଟାଉନହଲଠାରେ ବିଜୁବାବୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ରଘୁରାମ ପଡାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଜିଲ୍ଲା ସଭାପତି ତଥା ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଇଶ୍ୱର ପାଣିଗ୍ରାହୀ ,ପୂର୍ବତନ ସାଂସଦ ଝିନ୍ନ ହିକକା , ଜିଲ୍ଲାପରିଷଦ ସଭାପତି ତୁଲସି କିରସାନି ,ଉପସଭାପତି ନାରସୁଲ କାମୁଡି , ଜିଲ୍ଲା ପରିଷଦ ସଦସ୍ୟା ପାର୍ବତୀ ମସ୍ତି , ଜିଲ୍ଲା ଉପସଭାପତି ଉତ୍କଳ ରଂଜନ ନାୟକ ,ରଘୁରାମ ମାଛ ପ୍ରମୁଖ ଯୋଗଦେଇ ବିଜୁବାବୁଙ୍କ ସ୍ମୃତିଚାରଣ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବିଜେଡି ମହିଳା ନେତ୍ରୀ ରୀତା ପାଣିଗ୍ରାହୀ ,ଓକିଲ ମୋତି ରଂଜନ ବେହେରା , ଜୟନ୍ତ କୁମାର ମିଶ୍ର ,ବିଦ୍ୟାଧର ସାହୁ ଓ ଲଲାଟେନ୍ଦୁ ପାଣି , ସଂଜିବ କୁମାର ମହାନ୍ତି ,ବିମଳ କୁମାର ଗରଡା ,ଭରତ ଚନ୍ଦ୍ର ମଲ୍ଲିକ ,ଲଲାଟ ରଂଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.