Home ଜିଲ୍ଲା ପରିକ୍ରମା କୋଇଲା ଗାଡି ଜବତ, ମାମଲା ଋଜୁ

କୋଇଲା ଗାଡି ଜବତ, ମାମଲା ଋଜୁ

39

ଭଦ୍ରକ, ୩୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର କହରାପୋଖରୀ ନିକଟରୁ ଏକ ବେଆଇନ କୋଇଲା ବୋଝେଇ ଟ୍ରକକୁ ଭଣ୍ଡାରିପୋଖରୀ ପୁଲିସ ଗତ ସୋମବାର ରାତ୍ରରେ ଜବତ କରିଥିବା ଜଣାଯାଇଛି । ଓଡି ୨୨ ୟୁ ୭୪୧୫ନଂ ଆଇଚର ଟ୍ରକରେ ଭଦ୍ରକ ରାହାଞ୍ଜରୁ ବେଆଇନ କୋଇଲା ବୋଝେଇ କରି କଟକ ଆଡକୁ ଯାଉଥିବା ବେଳେ ପୁଲିସ ସୂଚନା ପାଇ ଜବତ କରିଛି । ଏଥିନେଇ ଥାନାରେ ୧୬୦ନଂ ମାମଲା ଋଜୁ ହୋଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.