Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା ସହରରେ ପୋଲିସର ଦୁଇ ଚକିଆ ଯାନ ଚେକିଂ

କେନ୍ଦ୍ରାପଡା ସହରରେ ପୋଲିସର ଦୁଇ ଚକିଆ ଯାନ ଚେକିଂ

41

କେନ୍ଦ୍ରାପଡ଼ା, ୨୯ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଟାଉନ ଥାନା ପୋଲିସ ପକ୍ଷରୁ ବୁଧବାର ସନ୍ଧ୍ୟାରେ ନୂଆ ବସଷ୍ଟାଣ୍ଡରେ ଦୁଇ ଚକିଆ ଯାନ ଚେକିଂ ଆରମ୍ଭ କରାଯାଇଛି। ଟାଉନ ଥାନା ଇନସପେକ୍ଟର ଗୈାରାଙ୍ଗ ଚରଣ ପୃଷ୍ଟିଙ୍କ ନେତୃତ୍ୱରେ ଏହି ଚେକିଂ ଅନୁଷ୍ଠିତ ହୋଇଥିଲା। ଏହି ଚେକିଂରେ ଗୋଟିଏ ଦୁଇ ଚକିଆ ଯାନରେ ୩ଜଣ ବସି ଯାଉଥିବା ଓ ଅତ୍ୟଧିକ ସ୍ପିଡରେ ଯାଉଥିବା ୪ଜଣ ବାଇକ ଚାଳକଙ୍କ ଠାରୁ ୨ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ପୃଷ୍ଟିଙ୍କ ଠାରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.