Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା ପୈାରାଚଂଳରେ କରୋନା ସଚେତନତା କାର୍ଯ୍ୟକ୍ରମ

କେନ୍ଦ୍ରାପଡା ପୈାରାଚଂଳରେ କରୋନା ସଚେତନତା କାର୍ଯ୍ୟକ୍ରମ

285

କେନ୍ଦ୍ରାପଡା ୩୧/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କରୋନା ଲକଡାଉନ ସମୟରେ ପୈାରାଚଂଳ ଅନ୍ତର୍ଗତ ରଣପଡା ଗ୍ରାମରେ ସାମାଜିକ ସଚେତନତା କାର୍ଯ୍ୟକ୍ରମ ସ୍ୱେଛାସେବୀ ତଥା ଆଇନଜୀବି ସଞ୍ଜୟ କୁମାର ଜେନାଙ୍କ ତତ୍ୱାବଧାନରେ ବର୍ତ୍ତମାନର ସଙ୍କଟଜନକ ସ୍ଥିତିରେ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଏଥିସହିତ କେତେକ ଗରୀବଲୋକଙ୍କୁ ସେମାନଙ୍କ ଘରେ ସାନିଟାଇଜର, ମାସ୍କ, ଅଟା, ବିସ୍କୁଟ ଓ ଡେଟଲ ସାବୁନ ପ୍ରଭୃତି ବୀତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମାଜସେବୀ କିଶୋର ଚନ୍ଦ୍ର ପ୍ରଧାନ, ଅରୁଣ କୁମାର ଦାସ, ରମଣୀରଞ୍ଜନ ରାଉତରାୟ, ଅକ୍ଷୟପ୍ରିୟ ଦାସ, ଧିରେନ୍ଦ୍ର କୁମାର ଦାସ, ସତ୍ୟବ୍ରତ ସିଂହ, ୧୩ ନମ୍ବର ୱାର୍ଡର ବିଜେଡି ସଭାପତି ସେଖ ୟୁସୁଫ, ସେଖ ତାଜୁ ଖାଁ, ସେଖ ଫିରୋଜ, ସେଖ କରିମ ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.