Home ଜିଲ୍ଲା ପରିକ୍ରମା କୃମିନାଶକ ଅଭିଯାନ ଆରମ୍ଭ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା

କୃମିନାଶକ ଅଭିଯାନ ଆରମ୍ଭ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା

131

ବଲାଙ୍ଗୀର, ୨୩-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାରେ କୃମିନାଶକ ଅଭିଯାନ ସୋମବାରରୁ ଆରମ୍ଭ ହୋଇ ଆସନ୍ତା ଶନିବାର ପର୍ଯ୍ୟନ୍ତ ଏକ ସପ୍ତାହ ଧରି ଚାଲିବ। ସମଗ୍ର ଜିଲ୍ଲାରେ ୧ ରୁ ୧୯ ବର୍ଷ ମଧ୍ୟରେ ୪ ଲକ୍ଷ, ୬୮ ହଜାର ୨୭୭ ଜଣ ପିଲାକୁ ଏହି ଔଷଧ ଦେବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ, ଅଙ୍ଗନ୍ ବାଡି କର୍ମୀ ମାନେ ଘର, ଘର ଯାଇ ସାମାଜିକ ଦୂରତା ସହ କୋଭିଡ ନିୟମ ମାନି ଶିଶୁ ମାନଙ୍କୁ ଟିକା ଦେବା ସହ ପୃଷ୍ଟି ହୀନତା ଓ ରକ୍ତ ହୀନତା ରୁ କିଭଳି ଦୂରରେ ରହିବେ ଅଭିଭାବକ ମାନଙ୍କୁ ଏହି ସବୁ ବିଷୟ ରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁରୋଧ କରାଯାଇଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.