Home ଅପରାଧ କାର ଧକ୍କାରେ ଟିଭିଏସ ଚାଳକ ମୃତ

କାର ଧକ୍କାରେ ଟିଭିଏସ ଚାଳକ ମୃତ

104

ଯାଜପୁର୧୦ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବୈତରଣୀ ନଦୀ ବ୍ରିଜ ଉପରେ ଆଜି ସକାଲେ ଏକ କାର ଧକ୍କାରେ ଟିଭିଏସ ଲୁନା ଆରୋହୀର ମୃତ୍ୟୁ ଘଟିଛି ।

 

ପ୍ରକାଯେ କୁଆଖିଆ ଥାନା ଅନ୍ତର୍ଗତ ହାଟସାହି ଗ୍ରାମର ନନ୍ଦ କିଶୋର ସେଠୀ (୬୦)ଏକ ଟିଭିଏସ ଲୁନା(ଓଡି୦୪ଏଚ ୯୭୬୮)ରେ ରେ ଘରକୁ ଫେରୁଥିବା ସମୟରେ ଏକ କାର(ଡବ୍ଲୁବି ୨୬ଏଚ ୭୮୮୭) ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳେ ପଡି ନନ୍ଦ କିଶୋରଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳେ ପାଣିକୋଇଲି ପୁଲିସ ପହଂଚି ପଂଚନାମ କରି ଶବ ବ୍ୟବଚ୍ଛ୍ୟେଦ ପାଇଁ ପଠାଇବା ସହ ଟିଭିଏସ ଓ କାରଟିକୁ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.