Home ଅପରାଧ କଲେଜ ବାର୍ଷିକ ଉତ୍ସବରେ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ;୪ ଛାତ୍ର ଗୁରୁତର

କଲେଜ ବାର୍ଷିକ ଉତ୍ସବରେ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ;୪ ଛାତ୍ର ଗୁରୁତର

411

ଭୁବନେଶ୍ୱର୧୪ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପୁରୀ ଜିଲ୍ଲା ନିମାପଡା କଲେଜରେ ଆରମ୍ଭ ହେଇଥିବା ବାର୍ଷିକ ଉତ୍ସବ ବେଳେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ କୌଣସି ଏକ କାରଣକୁ ନେଇ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା।

ଉକ୍ତ ଘଟଣାକୁ ନେଇ ଉଭୟ ଗୋଷ୍ଠିର ଛାତ୍ରଙ୍କ ମଧ୍ୟରେ ଟେକା ପଥର ମାଡ ହେବାରୁ ଘଟଣା ସ୍ଥଳରେ ୪ଜଣ ଛାତ୍ର ଗୁରୁତର ହେବା ହେଖିବାକୁ ମିଳିଛି। ଗୁରୁତର ଛାତ୍ର ମାନଙ୍କୁ କଲେଜ ପକ୍ଷରୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.