ଭୁବନେଶ୍ୱର୨୭ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)କରୋନା ଲକ୍ଡାଉନ୍ ପାଇଁ ବାହାର ରାଜ୍ୟ ଓ ବିଦେଶରେ ଫସିରହିଥିବା ୪ ହଜାର ୪୯୫ ଜଣ ଓଡ଼ିଆ ରାଜ୍ୟକୁ ଫେରୁଥିବା ସୁଚନା ମିଳିଛି । ଫେରୁଥିବା ୪ ହଜାର ୪୯୫ ଜଣ ଓଡ଼ିଆ୧୦୪ ନମ୍ବର ଓ ପୋର୍ଟାଲ ଜରିଆରେ ପଞ୍ଜୀକୃତ ହୋଇଛନ୍ତି । କୋରୋନା ପାଇଁ ରାଜ୍ୟରେ ଗଠନ ହୋଇଛି ୧୦୦ଟି ଯାଞ୍ଚ କମିଟି । କେବଳ ଭୁବନେଶ୍ବରରେ କାମ କରୁଛି ୧୦ଟି ନିରୀକ୍ଷଣ କମିଟି