Home Top News କନ୍ଫିଡେନ୍ସ ଦେଖନ୍ତୁ! ଏପରି ପ୍ରଶ୍ନର ଉତ୍ତର ଏପରି କିଏ ଏପରି କନ୍ଫିଡେନ୍ସରେ ଦେଇପାରିବ? କୁହନ୍ତୁ …...

କନ୍ଫିଡେନ୍ସ ଦେଖନ୍ତୁ! ଏପରି ପ୍ରଶ୍ନର ଉତ୍ତର ଏପରି କିଏ ଏପରି କନ୍ଫିଡେନ୍ସରେ ଦେଇପାରିବ? କୁହନ୍ତୁ … ଭିଡ଼ିଓ

45

ଏବେ ଏହି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ପ୍ରଶ୍ନ ଆସିଥିଲା What is Physics? ଉତ୍ତର ଦେଉଛନ୍ତି ଛାତ୍ରୀ ତାଙ୍କର ମା’ଙ୍କୁ। ବାସ୍, ଆପଣ ପ୍ରଥମେ ଉତ୍ତର ଶୁଣନ୍ତୁ ଆପଣଙ୍କୁ ସିରିଅସ୍ ଭାବରେ ଉତ୍ତର ଶୁଣିବାକୁ ପଡ଼ିବ। ଶେଷ ପର୍ଯ୍ୟନ୍ତ ଭିଡ଼ିଓ ଦେଖନ୍ତୁ ଉତ୍ତର ପାଇଁ। କେତେ କନ୍ଫିଡେନ୍ସରେ ଦେଉଛନ୍ତି ଉତ୍ତର ଏହି ଛାତ୍ରୀ ଜଣକ। ସେ କହୁଛନ୍ତି ତାଙ୍କ ମା’ଙ୍କୁ ପେପର ବହୁତ ଭଲ ହୋଇଛି। ମା’ ପଚାରୁଛନ୍ତି, ପ୍ରଶ୍ନ କ’ଣ ଥିଲା? ବାଳିକା ଜଣକ ଉତ୍ତର ଦେଉଛନ୍ତି। ବହୁତ ବଢ଼ିଆ ପେପର ହୋଇଛି ମାମା! ପେପେର ବହୁତ easy ଥିଲା। ମୁଁ ବହୁତ ବଢ଼ିଆ କରିଛି। କିନ୍ତୁ ମୁଁ ପ୍ରଥମରୁ କିଛିଟା ଭୁଲିଯାଇଥିଲି। ମ୍ୟାଡାମଙ୍କୁ ପଚାରିଲି ମ୍ୟାଡାମ, ମୁଁ ମୂଳରୁ କିଛିଟା ଭୁଲିଯାଇଛି। କିନ୍ତୁ ଶେଷ ସବୁ ମନେଅଛି। ମୁଁ ଶେଷର ସବୁ ଲେଖି ଦେଇଛି। ତେଣୁ ମୋର ୫୦% ମାର୍କ୍ସ ଆସିଯିବ। ତେବେ ମାମା ପଚାରୁଛନ୍ତି। କ’ଣ ଲେଖିଛୁ? ବାଳିକା ଉତ୍ତର ଦେଉଛନ୍ତି। ସବୁ ଲେଖିଦେଇଛି। ଶେଷରେ ମୋର Answer ଥିଲା “This is called Physics.”। ଏହା ଶୁଣି ମାମା ପଚାରୁଛନ୍ତି ମୁଳଧାଡ଼ିରେ ଉତ୍ତର ଏପରି ଲେଖିଛୁ ନାଁ ନାହିଁ…। ବାଳିକା ଜଣକ ଉତ୍ତର ଦେଉଛନ୍ତି, ମାମା ସେଇତକ ତ ଭୁଲି ଯାଇଥିଲି। ଏହା ପରେ ମାମା ରାଗିଯାଇ କହୁଛନ୍ତି, ଅଣ୍ଡା ନମ୍ବର ଆସିବ। ଆପଣ କହନ୍ତୁ ଏହାର ଉତ୍ତର କ’ଣ ହେବ? ଏ ଉତ୍ତରରେ ଆପଣଙ୍କର ମନ୍ତବ୍ୟ କ’ଣ?…

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.