Home ଅପରାଧ କଟକ ବାଲିଯାତ୍ରା ପଡ଼ିଆରୁ ବ୍ରାଉନ ସୁଗାର ଜବତ : ବାପ ପୁଅ ଗିରଫ

କଟକ ବାଲିଯାତ୍ରା ପଡ଼ିଆରୁ ବ୍ରାଉନ ସୁଗାର ଜବତ : ବାପ ପୁଅ ଗିରଫ

64

କଟକ, ୯/୧ (ଓଡ଼ିଆ ପୁଅ/ ଅଭୟ ଜେନା ) କଟକ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ବାପ ପୁଅ ଦୁଇଜଣ ଜଣଙ୍କ ଠାରୁ ୧୨୦ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସଙ୍ଗେ ସଙ୍ଗେ ଗିରଫ କରିଛନ୍ତି। ବାଲିଯାତ୍ରା ପଡ଼ିଆର ନିର୍ମାଣାଧୀନ ଅଞ୍ଚଳରୁ ଜଗତସିଂପୁର ଅଞ୍ଚଳର ନିରଞ୍ଜନ ମହାନ୍ତି ଓ ପୁଅ ପବିତ୍ର ମହାନ୍ତିକୁ ଗିରଫ କରି ଅନୁସନ୍ଧାନ ଚଳାଇଛନ୍ତି। ଏମାନେ କଟକରେ ରହି ଡ୍ରଗ୍ସ କାରବାର ଚଳାଇ ଥିଲେ। ଜବତ ବ୍ରାଉନ ସୁଗାରର ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.