Home Top News କଟକରେ ଗୁଡ଼ି ଦୋକାନ ଉପରେ ପୋଲିସର ଚଢ଼ାଉ

କଟକରେ ଗୁଡ଼ି ଦୋକାନ ଉପରେ ପୋଲିସର ଚଢ଼ାଉ

98

କଟକ, ୨୭/୧୨ (ଓଡ଼ିଆ ପୁଅ/ ଅଭୟ ଜେନା) କଟକ ଜିଲ୍ଲା ପୀର ବଜାର ଠାରେ ଗତକାଲି ଗୁଡି ସୂତାରେ ବେକ କଟି ଜଣେ ଯୁବକ ମୃତ୍ୟୁ ବରଣ କରିବା ପରେ ଆଜି କଟକରେ ପୋଲିସର ଗୁଡି ସୂତା ଦୋକାନ ଉପରେ ଅତର୍କିତ ଚଢ଼ାଉ କରଛି।

ମଙ୍ଗଳବାଗ ଥାନା ପୋଲିସ ଶତାଧିକ ନଟେଇ ଓ ଗୁଡି ଜବତ କରିବାସହ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଜଗତପୁର ପୋଲିସ ମଞ୍ଜା ସୂତା ଓ ଗୁଡ଼ି ବିକ୍ରି କରୁଥିବା ସେକ ଆନୱାର ନାମକ ଜଣେବ୍ୟକ୍ତିକୁ ଗିରଫ କରିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.