Home ଓଡ଼ିଶା କଟକରୁ ୨୭୦ ଗ୍ରାମ ବ୍ରାଉନ ସୁଗାର ଜବତ

କଟକରୁ ୨୭୦ ଗ୍ରାମ ବ୍ରାଉନ ସୁଗାର ଜବତ

81

କଟକ, ୨୬/୧୧ (ଓଡ଼ିଆ ପୁଅ/ଅଭୟ ଜେନା) କଟକ ଲାଲବାଗ ଥାନା ପୋଲିସ ଜଣେ ବ୍ୟକ୍ତିଙ୍କ ଠାରୁ ଜବତ କରିଛି ୨୭୦ ଗ୍ରାମ ବ୍ରାଉନ ସୁଗାର। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଏହି ଜବତ ବ୍ରାଉନ ସୁଗାର ର ମୂଲ୍ୟ ପାଖାପାଖି ୨୭ ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି କଟକ ଡ଼ିସିପି ପ୍ରତୀକ ସିଂ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.