Home କେନ୍ଦ୍ରାପଡ଼ା କଂସାର ପଂଚାୟତ ବିଜେଡି ସଭାପତିଙ୍କୁ ସ୍ୱାଗତ

କଂସାର ପଂଚାୟତ ବିଜେଡି ସଭାପତିଙ୍କୁ ସ୍ୱାଗତ

63

କେନ୍ଦ୍ରାପଡା ୨୯/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଂଚାୟତର ବିଜେଡି ସଭାପତି ଭାବେ ଗଣେଶ୍ୱର ନାୟକଙ୍କୁ ମନୋନ୍ୱିତ କରାଯାଇଥିବାରୁ ସେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଓ ବ୍ଲକ ବିଜେଡି ସଭାପତି ଆଲୋକ ସାହୁଙ୍କୁ କୃତଜ୍ଞତା ଜଣାଇଛନ୍ତି।

ପଂଚାୟତ ସଭାପତି ଶ୍ରୀ ନାୟକଙ୍କୁ କଂସାର ପଂଚାୟତର ବିଜେଡି କର୍ମୀମାନେ ଶୁଭେଛା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.