Home ଅନୁଗୁଳ କଂକିଳି ଗ୍ରାମରେ ତାରିଣୀ ମନ୍ଦିରର ୧୬ତମ ବାର୍ଷିକ ଉତ୍ସବ ପାଳିତ

କଂକିଳି ଗ୍ରାମରେ ତାରିଣୀ ମନ୍ଦିରର ୧୬ତମ ବାର୍ଷିକ ଉତ୍ସବ ପାଳିତ

143

ତାଳଚେର,୧୩/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଅନ୍ତର୍ଗତ କଂକିଳି ପଂଚାୟତର ମଝି ସାହିସ୍ଥିତ ତାରିଣୀ ମନ୍ଦିରର ୧୬ତମ ବାର୍ଷିକ ଉତ୍ସବ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି । କରୋନାକୁ ନଜରରେ ରଖି କେବଳ ପୁରୋହିତ ଓ କର୍ତାଙ୍କ ଉପସ୍ଥିତିରେ ପୂଜା କାର‌୍ୟ୍ୟ ସମାପନ ହୋଇଥିଲା । ମନ୍ଦିରର ପୂଜକ ସକାଳ ୬ ଘଟିକା ସମୟରେ ସୂର‌୍ୟ୍ୟ ପୂଜା, କଳସ ପୂଜା, ବରୁଣ ପୂଜା, ସମସ୍ତ ଦେବା ଦେବୀଙ୍କୁ ଆବାହନ କରିବାପରେ ହୋମ ଯଜ୍ଞ କାର‌୍ୟ୍ୟ ଅନୁଷ୍ଠିତ ହୋଇଥିଲା । ଏହି ପୂଜା କାର‌୍ୟ୍ୟରେ ଯୁଗଳ କିଶୋର ଗଡ଼ନାୟକ,ଧର୍ମେନ୍ଦ୍ର ରଣା ପ୍ରମୁଖ ଓ ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.