Home ଖେଳ ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ଟେନିକଏଟ ଦଳରେ ଭଦ୍ରକରୁ ୫ ଖେଳାଳି

ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ଟେନିକଏଟ ଦଳରେ ଭଦ୍ରକରୁ ୫ ଖେଳାଳି

104

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୪୬ତମ ଜାତୀୟ ବରିଷ୍ଠ ଟେନିକଏଟ ପ୍ରତିଯୋଗିତା ଆସନ୍ତାକାଲି ଠାରୁ ହରିଆନାର ସୋନିପଥ ଠାରେ ଆରମ୍ଭ ହେଉଛି। ଏହି ପ୍ରତିଯୋଗିତା ନିମନ୍ତେ ଉଭୟ ପୁରୁଷ ଓ ମହିଳା ରାଜ୍ୟ ଟେନିକଏଟ ଦଳ ଚୟନ କରାଯାଇଛି। ଏହି ଦଳରେ ଭଦ୍ରକରେ ପୁରୁଷ ଦଳରେ ୩ଜଣ ଏବଂ ମହିଳା ଦଳରେ ୨ ଜଣ ମିଶି ମୋଟ ୫ ଜଣ ଖେଳାଳୀ ଭଦ୍ରକରୁ ମନୋନୀତ ହୋଇଛନ୍ତିି। ଏହି ଖେଳାଳୀ ମାନେ ହେଲେ ରାଜେଶ ନାୟକ, ନାରାୟଣ ବେହେରା, ନିର୍ମଳ ସେନ, ସୁଇଟ୍‌ସ୍ମିତା ଜେନା, ଅଭିଲିପ୍‌ସା ପୃଷ୍ଟି। ଏହି ଖେଳାଳୀଙ୍କ ସଫଳତା କାମନା କରି ଟେନିକଏଟ ସଂଘ ଭଦ୍ରକ ଜିଲ୍ଳା ସଭାପତି ଗୋଲକ ନାୟକ, ସମ୍ପାଦକ ମନୋଜ କୁମାର ସାହୁ, ସଦସ୍ୟ ଭବେଶ ଦାସ, ସୁଭାଶିଷ ଦିକ୍ଷିତ, ଚନ୍ଦନ ଦେ, ରାଜତିଲକ ସ୍ୱାଇଁ, ସନ୍ଧ୍ୟାରାଣି ପାଣିଗ୍ରାହୀ, ରାଜେଶ ଦାସ, ଅମ୍ରିତା ବିଶ୍ୱାଳ, ଟିକିନା ପାତ୍ର ପ୍ରମୁଖ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.