Home Top News ଓଡ଼ିଆ ବୋଲି କାହିଁକି ଗର୍ବ ନକରିବା ? ଦେଖନ୍ତୁ ଭିଡ଼ିଓ, ଦହିବରା, ଉପମା, ଘୁଗୁନି, ପକଡ଼ି...

ଓଡ଼ିଆ ବୋଲି କାହିଁକି ଗର୍ବ ନକରିବା ? ଦେଖନ୍ତୁ ଭିଡ଼ିଓ, ଦହିବରା, ଉପମା, ଘୁଗୁନି, ପକଡ଼ି ୨୦ରେ ସହିତ ଦାସକାଠିଆ ମାଗଣା! ଏ ଖୁସି କୋଉଠି ନଥିବ

204

ଭୁବନେଶ୍ୱର ୩୦-୧୧ (ଓଡ଼ିଆ ପୁଅ) ଓଡ଼ିଶାର ଅନନ୍ୟ ଲୋକକଳା ଦାସ କାଠିଆ। ଅବଶ୍ୟ ଏହାର ପ୍ରସାର ଦିନକୁ ଦିନ କମିଗଲାଣି।କିନ୍ତୁ ଲୋକ କଳା ଆଜି ବି ବଞ୍ଚି ରହିଛି। ଲୋକକଳା ସହିତ ସମ୍ପର୍କ ଥିବା ଲୋକମାନଙ୍କର ଆତ୍ମ ଖୁସି ମଧ୍ୟ ବଞ୍ଚି ରହିଛି। କିନ୍ତୁ ନିଜର ପେଟ ପାଟଣା ପାଇଁ କେବଳ ଲୋକ କଳା ଉପରେ ନିର୍ଭର କରି ଚଳି ହେଉନାହିଁ। ତେବେ ଆପଣ ପ୍ରଥମେ ଏହି ଭ୍ଡ଼ିଓଟି ଦେଖି ନିଅନ୍ତୁ, କମେଟ କରନ୍ତୁ ଓଡ଼ିଶାର ଏପରି ଅନନ୍ୟ ଲୋକଙ୍କର କଳାର ଚାତୁରୀ ଉପରେ….

ଏହି ଭିଡ଼ିଓ ଟି ଟ୍ୱିଟରରେ ସେୟାର କରିଛନ୍ତି ଡଃ ଅଂଶୁମାନ ଦାସ। ତେବେ ଏହା ଏକ ୱାଟ୍ସଆପରୁ ସେ ପାଇଥିବା ଉଲ୍ଲେଖ କରିଛନ୍ତି। କିନ୍ତୁ ଏହା କେଉଁ ସ୍ଥାନର ତାହା ଜଣା ପଡ଼ୁ ନାହିଁ। ତେବେ ଯାହା ହେଉ ଏହା ଓଡ଼ିଶାର ଲୋକ କଳାର ପ୍ରଚାର ପ୍ରସାର ସହିତ ଖାଦ୍ୟର ମଜା ଉଠାଇବାକୁ ଲୋକମାନେ ପଛାଉ ନାହାଁନ୍ତି। ଆପଣଣଙ୍କୁ କିପରି ଲାଗିଲା ଆପଣ କହିବେ। ଆମକୁ ଖୁସି ଲାଗିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.