Home ଓଡ଼ିଶା ଓସିଏର ସଭାପତି ଭାବେ ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ସମ୍ପାଦକ ସଞ୍ଜୟ ବେହେରା ନିନ୍ଦ୍ଵନ୍ଦ୍ବରେ...

ଓସିଏର ସଭାପତି ଭାବେ ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ସମ୍ପାଦକ ସଞ୍ଜୟ ବେହେରା ନିନ୍ଦ୍ଵନ୍ଦ୍ବରେ ନିର୍ବାଚିତ

33

କଟକ: ୨୮/୧୦ (ଓଡ଼ିଆ ପୁଅ/ ଅଭୟ ଜେନା) ଓଡ଼ିଶା କ୍ରିକେଟ ଆସୋସିଏସନର ନୂତନ କର୍ମକର୍ତ୍ତା ଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା ହୋଇଛି। ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହେଲେ ଓସିଏର ନୂତନ ସଭାପତି ପ୍ରଣବ ପ୍ରକାଶ ଦାସ ଓ ସଞ୍ଜୟ ବେହେରା। ସମୁଦାୟ ୬ ଟି ପଦବୀ ପାଇଁ ନିର୍ଦ୍ୱନ୍ଦ୍ବରେ ପ୍ରାର୍ଥୀମାନେ ନିର୍ବାଚିତ ହୋଇଛନ୍ତି। ସେହପରି ସଞ୍ଜୟ ବେହେରା ଦ୍ୱିତୀୟ ଥର ଓସିଏର ସମ୍ପାଦକ ଭାବରେ ନିଜର ସ୍ଥାନ ବଜାୟ ରଖିଛନ୍ତି। ସେହିପରି ବିକାଶ ପ୍ରଧାନ ପୁନର୍ବାର କୋଷାଧ୍ୟକ୍ଷ ପଦ ବଜାୟ ରଖିଛନ୍ତି। ବାରବାଟୀ ଷ୍ଟାଡିୟମର ଅଧିକ ବିକାଶ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସଭାପତି ଶ୍ରୀଦାସ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.