Home ଓଡ଼ିଶା ଏବେଠୁ ୨୮ଟି ରାଜ୍ୟ ଓ ୯ଟି କେନ୍ଦ୍ର ଶାସିତ ଅଞ୍ଚଳ

ଏବେଠୁ ୨୮ଟି ରାଜ୍ୟ ଓ ୯ଟି କେନ୍ଦ୍ର ଶାସିତ ଅଞ୍ଚଳ

156

ନୂଆଦିଲ୍ଲୀ, ୩୧/୧୦, (ଓଡ଼ିଆ ପୁଅ ପି ନାୟକ):ଆଜିଠୁ ହେଲା ୨୮ଟି ରାଜ୍ୟ। ଆଉ ୯ଟି କେନ୍ଦ୍ର ଶାସିତ ଅଞ୍ଚଳ। ଧାରା ୩୭୦ ଉଚ୍ଛେଦ ପରେ ଏବେ ଏହି ନିଷ୍ପତ୍ତିକୁ କେନ୍ଦ୍ର ସରକାର ଲାଗୁ କରିଛନ୍ତି। ଏବେ ରାଜ୍ୟ ସଂଖ୍ୟା ୨୮କୁ ଖସିଥିବା ବେଳେ କେନ୍ଦ୍ରଶାସିତ ଅଞ୍ଚଳ ୯କୁ ବୃଦ୍ଧି ପାଇଛି। ପ୍ରଥମଥର ପାଇଁ ଜମ୍ମୁକାଶ୍ମୀର କୁ ଭାଙ୍ଗି ୨ଟି କେନ୍ଦ୍ରଶାସିତ ଅଞ୍ଚଳ କରାଯାଇଛି। ଅନ୍ୟପଟେ ଜମ୍ମୁକାଶ୍ମୀର ର ପ୍ରଥମ ଉପରାଜ୍ୟପାଳ ଭାବେ ଦାୟିତ୍ୱ ନେଇଛନ୍ତି ଓଡ଼ିଆ ଆଇଏଏସ ଗିରିଶ ଚନ୍ଦ୍ର ମୁର୍ମୁ ଓ ଲାଦାଖର ଉପରାଜ୍ୟପାଳ ଦାୟିତ୍ଵ ନେବେ ଆରକେ ମାଥୁର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.