Home ଆନ୍ତର୍ଜାତୀୟ ଏଥର ବ୍ରାଜିଲ ଯିବାକୁ ଆଉ ଦରକାର ପଡ଼ିବନି ଭିସା

ଏଥର ବ୍ରାଜିଲ ଯିବାକୁ ଆଉ ଦରକାର ପଡ଼ିବନି ଭିସା

632

ନୂଆଦିଲ୍ଲୀ: ବ୍ରାଜିଲ ଯିବାକୁ ହେଲେ ଭାରତୀୟ ମାନଙ୍କୁ ଆଉ ଭିସାର ଆବଶ୍ୟକତା ପଡ଼ିବନି।ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରେ ଘୋଷଣା କରିଛନ୍ତି, ବ୍ରାଜିଲ ଆସୁଥିବା ଭାରତୀୟ ଏବଂ ଚୀନ ପର୍ଯ୍ୟଟନ କିମ୍ବା ବ୍ୟବସାୟୀଙ୍କୁ ଆଉ ଭିସାର ଆବଶ୍ୟକତା ପଡ଼ିବନାହିଁ।ସୂଚନାଯୋଗ୍ୟ ଯେ ବ୍ରାଜିଲ ଅନେକ ବିକଶିତ ଦେଶ ଗୁଡ଼ିକର ନାଗରୀକଙ୍କ ପାଇଁ ଭିସା ଛାଡ଼ କରିଛି।ଏବେ ପ୍ରଥମ ଥର ପାଇଁ ଭାରତ ଏବଂ ଚୀନ ଦୁଇ ବିକାଶଶୀଳ ଦେଶର ନାଗରୀକ ମାନଙ୍କ ପାଇଁ ମଧ୍ୟ ଭିସା ନୀତିରେ ଛାଡ଼ କରିଛି ବ୍ରାଜିଲ।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.