Home ଓଡ଼ିଶା ଉଦ୍ଧାର ବଜ୍ରକାପ୍ତା ଜନ୍ମଦେଲା ଛୁଆ

ଉଦ୍ଧାର ବଜ୍ରକାପ୍ତା ଜନ୍ମଦେଲା ଛୁଆ

1567

ବାରିପଦା ୩୧-୧୦ (ଓଡ଼ିଆ ପୁଅ/ସନ୍ତୋଷ ବରଜ) ବାରିପଦା ବନଖଣ୍ଡ ବିଭାଗ ଦ୍ଵାରା ଗତ ୨୯ ତାରିଖ ଦିନ ଉଦ୍ଧାର କରିଥିଲା ଏକ ଜୀବନ୍ତ ବଜ୍ରକାପ୍ତା। ଏହି ଘଟଣାରେ ୦୪ ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ତେବେ ଆଜି ସକାଳ ପ୍ରାୟ ୯ ଟା ୩୦ ମିନିଟ ସମୟରେ ଉକ୍ତ ମା’ ବଜ୍ରକାପ୍ତାଟି ଜନ୍ମ ଦେଇଛି ତାର ଛୁଆକୁ। ତେବେ ବାରିପଦା ବନଖଣ୍ଡ ପାଇଁ ଏପରି ଜୀବନ୍ତ ଭାବେ ଉଦ୍ଧାର କରାଯାଇଥିବା ବଜ୍ରକାପ୍ତା ସହ ଆଜି ବନଖଣ୍ଡ କାର୍ଯ୍ୟାଳୟରେ ପ୍ରଥମ ଥର ପାଇଁ କୌଣସି ଉଦ୍ଧାର ପ୍ରାଣୀ ଶିଶୁ ଜନ୍ମ କରିଥିବାରୁ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.