Home ଓଡ଼ିଶା ଉତ୍ତରାଞ୍ଚଳ ଡିଆଜି ଭାବେ ଦାୟିତ୍ୱ ନେଲେ ୨୦୦୩ ବ୍ୟାଚ ଆପିଏସ ଅଫିସର କବିତା ଜଲାନ୍

ଉତ୍ତରାଞ୍ଚଳ ଡିଆଜି ଭାବେ ଦାୟିତ୍ୱ ନେଲେ ୨୦୦୩ ବ୍ୟାଚ ଆପିଏସ ଅଫିସର କବିତା ଜଲାନ୍

141

ସମ୍ବଲପୁର,୨୯/୦୮(ଓଡ଼ିଆ ପୁଅ/ସରୋଜ ସାହୁ): ଉତ୍ତରାଞ୍ଚଳ ଡିଆଜି ଭାବେ ଶୁକ୍ରବାର ସମ୍ବଲପୁର ସ୍ଥିତ କାର୍ଯ୍ୟାଳୟ ରେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ୨୦୦୩ ବ୍ୟାଚ ଆପିଏସ ଅଫିସର କବିତା ଜଲାନ୍। ଉତ୍ତରାଞ୍ଚଳ ଡିଆଜି ହିମାଂଶୁ ଲାଲ କେନ୍ଦ୍ରୀୟ ଡେପୁଟେସନ ରେ ଯିବା ପରେ ସେହି ସ୍ଥାନ ରେ ଏସଟିଏଫ ଡିଆଜି ଜୟ ନାରାୟଣ ପଙ୍କଜ ଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଉତ୍ତର ପ୍ରଦେଶ କ୍ୟାଡର ଆପିଏସ କବିତା ଜଲାନ୍ ପଶ୍ଚିମାଞ୍ଚଳ ଡିଆଜି ଭାବେ ରାଉରକେଲା ରେ କାର୍ଯ୍ୟରତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.