Home ଓଡ଼ିଶା ଉତ୍କଳୀୟମ୍ ଫାଉଣ୍ଡେସନ୍ ତରଫରୁ କୋଭିଡ୍ ଯୋଦ୍ଧା ଙ୍କୁ କିଟ୍ ପ୍ରଦାନ

ଉତ୍କଳୀୟମ୍ ଫାଉଣ୍ଡେସନ୍ ତରଫରୁ କୋଭିଡ୍ ଯୋଦ୍ଧା ଙ୍କୁ କିଟ୍ ପ୍ରଦାନ

41

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)- /୨୪/୦୫ – ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ର ରାଜ୍ୟ ସରକାର ଙ୍କ ଦ୍ୱାରା ଘୋଷିତ କୋଭିଡ୍ ଯୋଦ୍ଧା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଉତ୍କଳୀୟମ୍ ଫାଉଣ୍ଡେସନ୍ ତରଫରୁ ମା ମଣିନାଗ ପୀଠରେ କରୋନା କିଟ୍ ପ୍ରଦାନ କରାଯାଇଥିବା ଜଣା ପଡିଛି ।

ଉତ୍କଳୀୟମ୍ ଫାଉଣ୍ଡେସନ୍ ର ଅଧ୍ୟକ୍ଷ ରାଜୀବ ଲୋଚନ ପ୍ରଧାନ ଓ ନୟାଗଡ ର କର୍ମ କର୍ତା ଆଇନ୍‌ଜିବୀ ଶ୍ରୀ କାନ୍ତ ସାହୁ ଏହି କରୋନା କିଟ୍ ପ୍ରଦାନ କରିଥିଲେ । ରଣପୁର ର ଗ୍ରାମାଚଂଳ ,ଡାକ୍ତର ଖାନା ,ପୋଲିସ୍ ଷ୍ଟେସନ୍ , ବଜାର ଆଦି ସାନିଟାଇଜେସନ୍ କାର୍ଯ୍ୟ ହାତକୁ ନେବା ସହ ମହାମାରୀ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନହିତକର କାର୍ଯ୍ୟ କରି ଏହି ଅନୁଷ୍ଠାନ ଲୋକାଦୃତ ହୋଇପାରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.