Home କେନ୍ଦୁଝର ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

185

ହାଟଡିହି-୬ /୬, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଇଞ୍ଚୋଳ ଗ୍ରାମରେ ଥିବା ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିକାଶ ମଞ୍ଚର ସଦସ୍ୟମାନେ ପଥଚାରୀ ମାନଙ୍କୁ ସବୁଜ ବାର୍ତ୍ତା ଦେବାସହ “ଗଛ ଲଗାଇବା ଧାଡିକି ଧାଡି ପୃଥିବୀ ପିନ୍ଧିବ ସବୁଜ ଶାଢ଼ୀ” ଲିଫଲେଟ ମାନ ପ୍ରଦାନ କରିଥିଲେ । ଚନ୍ଦନ ପଣ୍ଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଶିର ଜେନା, ଜୀବନ ରାଉତ, ସାଇବ ପଣ୍ଡା, ନିରଞ୍ଜନ ନାୟକ, ଉମାକାନ୍ତ ପଣ୍ଡା, ଭରତ ନାୟକ ପ୍ରମୁଖ ଚାରାରୋପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.