Home ଜିଲ୍ଲା ପରିକ୍ରମା ଆସିଲା ଚୂଡାନ୍ତ ଜିଲା ପରିଷଦ ତାଲିକା

ଆସିଲା ଚୂଡାନ୍ତ ଜିଲା ପରିଷଦ ତାଲିକା

42

ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ତାଲିକା ପ୍ରକାଶ ପାଇଛି। ଜିଲା ପରିଷଦ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଭଦ୍ରକ ଉପଜିଲାପାଳ ମନୋଜ ପାତ୍ର ସୂଚନା ଦେଇଛନ୍ତି। ଜିଲାର ୨୮ ଜିଲା ପରିଷଦ ଆସନରୁ ବିଜେଡି ୨୮ ପ୍ରାର୍ଥୀ, ବିଜେପି ଓ କଂଗ୍ରେସ ୨୮ ଲେଖାଏଁ ପ୍ରାର୍ଥୀ ଦେଇଥିବାବେଳେ ବିଏସ୍‌ପି ୧୮ ପ୍ରାର୍ଥୀ, ସ୍ୱାଧୀନ ଭାବେ ୧୦ ପ୍ରାର୍ଥୀ, ସିପିଆଇର ୫ ପ୍ରାର୍ଥୀ, ସିପିଆଇଏମ୍‌ର ୭ ପ୍ରାର୍ଥୀ ଓ ଅନ୍ୟାନ୍ୟ ଦଳରୁ ୮ ପ୍ରାର୍ଥୀ ନିର୍ବାଚନକୁ ଓହ୍ଲାଇବେ। ୨୮ ଜିଲା ପରିଷଦ ପଦବୀ ପାଇଁ ୧୩୨ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି ବୋଲି ଉପଜିଲାପାଳ ଶ୍ରୀ ପାତ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.