Home ଓଡ଼ିଶା ଆସନ୍ତା ଦୁଇ ଦିନ ପାଇଁ ରଥ ନିର୍ମାଣ କାର୍ଯ୍ୟ ବନ୍ଦ

ଆସନ୍ତା ଦୁଇ ଦିନ ପାଇଁ ରଥ ନିର୍ମାଣ କାର୍ଯ୍ୟ ବନ୍ଦ

168

ପୁରୀ ୧୮-୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସାମୁଦ୍ରିକ ଝଡ଼ ଅମ୍ଫାନ୍‌କୁ ନଜରରେ ରଖି ଆସନ୍ତା ଦୁଇ ଦିନ ପାଇଁ ରଥ ନିର୍ମାଣ କାର୍ଯ୍ୟ ବନ୍ଦ କରାଯିବାକୁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୧୯ ଏବଂ ୨୦ ତାରିଖ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ। ଘୂର୍ଣ୍ଣିଝଡ଼ ସମୟରେ ପ୍ରବଳ ବର୍ଷା ଏବଂ ପବନ ସମୟରେ ରଥ ଖଳାରେ ରଥ କାମ କରିବା ବିପଦପୂର୍ଣ୍ଣ ଏବଂ ସମ୍ଭବ ନୁହେଁ ତେଣୁ ଆସନ୍ତା ଦୁଇଦିନ ରଥ କାମ ବନ୍ଦ ରହିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.