Home ଓଡ଼ିଶା ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା

ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା

243
ପୁରୀ ୮/୯,(ଓଡ଼ିଆ ପୁଅ ପି ନାଏକ): ପୁରୀରେ ଆରମ୍ଭ ହେଲା ବଡ଼ ଆଖଡ଼ା ମଠର ଉଚ୍ଛେଦ କାର୍ଯ୍ୟ । ଉଚ୍ଛେଦ କାମରେ ଲାଗିଛି ୩ଟି ବୁଲଡୋଜର । ବଡଦାଣ୍ଡ ପଟରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ମଠ ପରିସରରେ ଥିବା ଦୋକାନ ଘର ଗୁଡିକର ଉଚ୍ଛେଦ କରାଯାଉଛି । ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ୧୩ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.