Home Top News ଆଜି (୨୮ ଅକ୍ଟୋବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ମାଲକାନଗିରିରେ ପେଟ୍ରୋଲ ଦର ୧୧୪.୮୪ ଟଙ୍କା...

ଆଜି (୨୮ ଅକ୍ଟୋବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ମାଲକାନଗିରିରେ ପେଟ୍ରୋଲ ଦର ୧୧୪.୮୪ ଟଙ୍କା – ଜାଣନ୍ତୁ ଆପଣଙ୍କ ଜିଲ୍ଲାର ମୂଲ୍ୟ କେତେ?

103

ନୂଆ ଦିଲ୍ଲୀ ୨୬ -୧୦ (ଓଡ଼ିଆ ପୁଅ) ଦୁଇ ଦିନର ବ୍ରେକ୍‌ ପରେ ପୁଣି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ୱାରା କ୍ରମାଗତ ଭାବେ ଆଜି ଦ୍ୱିତୀୟଦିନ ପୁଣି ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି କରିଛନ୍ତି। ତେବେ ଆଜି ମଧ୍ୟ ତୈଳ ଦର ବୃଦ୍ଧିପାଇଛି। ଆଜି ଡିଜେଲର ମୂଲ୍ୟ ୩୫ ରୁ ୩୭ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୩୩ ରୁ ୩୫ ପଇସା ବୃଦ୍ଧି ପାଇଛି।

ରାଜ୍ୟରେ ମାଲକାନଗିରିରେ ପେଟ୍ରୋଲ ଦର ୧୧୪.୮୪ ଟଙ୍କାରେ ପହଁଚିଛି।

ଜାଣନ୍ତୁ ଆପଣଙ୍କ ସହରରେ ମୂଲ୍ୟ କେତେ?
ମେଟ୍ରୋ ସହର ଗୁଡ଼ିକରେ ଦର

ସହର ପେଟ୍ରୋଲ ଦର ପରିବର୍ତ୍ତିତ ଦର ଡିଜେଲ ଦର ପରିବର୍ତ୍ତିତ ଦର
ନୂଆ ଦିଲ୍ଲୀ ୧୦୭.୯୪ ୦.୩୫ ୯୬.୬୭ ୦.୩୫
ମୁମ୍ବାଇ ସିଟି ୧୧୪.୧୪ ୦.୩୪ ୧୦୫.୧୨ ୦.୩୭
କୋଲକାତା ୧୦୮.୭୮ ୦.୩୩ ୧୦୦.୧୪ ୦.୩୬
ଚେନ୍ନାଇ ୧୦୫.୧୩ ୦.୨ ୧୦୧.୨୫ ୦.୨୩

ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ।

ପୁନଶ୍ଚସୂଚନାଯୋଗ୍ୟଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ। ସକାଳ ୬ ଟାରୁ ନୂତନ ଦର ପ୍ରଯୁଜ୍ୟ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିହେବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ।

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପେଟ୍ରୋଲ ଏବଂ ଡିଜେଲ ଦର

ଜିଲ୍ଲାର ନାମ ପେଟ୍ରୋଲ ଦର ଡିଜେଲ ଦର
ଅନୁଗୁଳ ୧୧୧.୪୩ ୧୦୭.୯୩
ବାଲେଶ୍ୱର ୧୦୯.୭୯ ୧୦୬.୩୭
ବରଗଡ ୧୧୦.୭୧ ୧୦୭.୨୬
ଭଦ୍ରକ ୧୧୦.୦୨ ୧୦୬.୫୯
ବଲାଙ୍ଗୀର ୧୧୧.୧୦ ୧୦୭.୬୩
ବୌଦ୍ଧ ୧୧୦.୮୬ ୧୦୭.୪୧
କଟକ ୧୦୯.୮୫ ୧୦୬.୪୧
ଦେବଗଡ଼ ୧୧୦.୦୭ ୧୦୬.୬୫
ଢେଙ୍କାନାଳ ୧୧୦.୦୫ ୧୦୬.୬୦
ଗଜପତି ୧୧୧.୮୦ ୧୦୮.୨୯
ଗଞ୍ଜାମ ୧୧୦.୮୬ ୧୦୭.୩୮
ଜଗତସିଂହପୁର ୧୦୯.୨୧ ୧୦୫.୭୭
ଯାଜପୁର ୧୦୯.୫୨ ୧୦୬.୦୭
ଝାରସୁଗୁଡ଼ା ୧୦୯.୨୮ ୧୦୫.୮୮
କଳାହାଣ୍ଡି ୧୧୨.୭୪ ୧୦୯.୨୨
କନ୍ଧମାଳ ୧୧୦.୯୫ ୧୦୭.୪୭
କେନ୍ଦ୍ରାପଡା ୧୦୯.୦୦ ୧୦୫.୫୭
କେନ୍ଦୁଝର ୧୧୧.୬୨ ୧୦୮.୧୦
ଖୋର୍ଦ୍ଧା ୧୦୯.୬୬ ୧୦୬.୨୩
କୋରାପୁଟ ୧୧୩.୮୭ ୧୧୦.୩୧
ମାଲକାନଗିରି ୧୧୪.୮୪ ୧୧୧.୨୪
ମୟୁରଭଞ୍ଜ ୧୦୯.୭୦ ୧୦୬.୨୮
ନବରଙ୍ଗପୁର ୧୧୩.୫୬ ୧୧୦.୦୧
ନୟାଗଡ଼ ୧୦୯.୭୦ ୧୦୬.୨୬
ନୂଆପଡ଼ା ୧୧୧.୭୫ ୧୦୮.୨୭
ପୁରୀ ୧୦୯.୫୦ ୧୦୬.୦୭
ରାୟଗଡ଼ା ୧୧୨.୨୩ ୧୦୮.୭୦
ସମ୍ବଲପୁର ୧୦୯.୬୯ ୧୦୬.୨୮
ସୋନପୁର ୧୧୦.୯୦ ୧୦୭.୪୪
ସୁନ୍ଦରଗଡ ୧୧୦.୩୬ ୧୦୬.୯୨

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.