Home Top News ଆଜି (୨୭ ଅକ୍ଟୋବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ମାଲକାନଗିରିରେ ପେଟ୍ରୋଲ ଦର ୧୧୪.୪୮ ଟଙ୍କା...

ଆଜି (୨୭ ଅକ୍ଟୋବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ମାଲକାନଗିରିରେ ପେଟ୍ରୋଲ ଦର ୧୧୪.୪୮ ଟଙ୍କା – ଜାଣନ୍ତୁ ଆପଣଙ୍କ ଜିଲ୍ଲାର ମୂଲ୍ୟ କେତେ?

70

ନୂଆ ଦିଲ୍ଲୀ ୨୭ -୧୦ (ଓଡ଼ିଆ ପୁଅ) ଦୁଇ ଦିନର ବ୍ରେକ୍‌ ପରେ ପୁଣି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ୱାରା ଆଜି ପୁଣି ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି କରିଛନ୍ତି। ତେବେ ଆଜି ମଧ୍ୟ ତୈଳ ଦର ବୃଦ୍ଧିପାଇଛି। ଆଜି ଡିଜେଲର ମୂଲ୍ୟ ୩୩ ରୁ ୪୯ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୩୫ ରୁ ୪୬ ପଇସା ବୃଦ୍ଧି ପାଇଛି।

ରାଜ୍ୟରେ ମାଲକାନଗିରିରେ ପେଟ୍ରୋଲ ଦର ୧୧୪.୪୮ ଟଙ୍କାରେ ପହଁଚିଛି।

ଜାଣନ୍ତୁ ଆପଣଙ୍କ ସହରରେ ମୂଲ୍ୟ କେତେ?
ମେଟ୍ରୋ ସହର ଗୁଡ଼ିକରେ ଦର

ନୂଆ ଦିଲ୍ଲୀ ୧୦୭.୯୪ ୯୬.୬୭
ମୁମ୍ବାଇ ସିଟି ୧୧୩.୮ ୧୦୪.୭୫
କୋଲକାତା ୧୦୪.୮୩ ୧୦୦.୯୨
ଚେନ୍ନାଇ ୧୦୮.୪୬ ୯୯.୭୮

ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ।

ପୁନଶ୍ଚସୂଚନାଯୋଗ୍ୟଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ। ସକାଳ ୬ ଟାରୁ ନୂତନ ଦର ପ୍ରଯୁଜ୍ୟ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିହେବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ।

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପେଟ୍ରୋଲ ଏବଂ ଡିଜେଲ ଦର

ଜିଲ୍ଲାର ନାମ ପେଟ୍ରୋଲ ଦର ଡିଜେଲ ଦର
ଅନୁଗୁଳ ୧୧୦.୫୧ ୧୦୭.୦୩
ବାଲେଶ୍ୱର ୧୦୯.୨୯ ୧୦୫.୮୪
ବରଗଡ ୧୧୦.୬୮ ୧୦୭.୧୯
ଭଦ୍ରକ ୧୦୯.୮୧ ୧୦୬.୩୫
ବଲାଙ୍ଗୀର ୧୧୦.୪୬ ୧୦୬.୯୮
ବୌଦ୍ଧ ୧୧୧.୧୮ ୧୦୭.୬୫
କଟକ ୧୦୯.୪୨ ୧୦୫.୯୫
ଦେବଗଡ଼ ୧୦୯.୫୫ ୧୦୬.୧
ଢେଙ୍କାନାଳ ୧୦୯.୮୯ ୧୦୬.୪୧
ଗଜପତି ୧୧୧.୬୮ ୧୦୮.୧୩
ଗଞ୍ଜାମ ୧୧୦.୧୬ ୧୦୬.୬୭
ଜଗତସିଂହପୁର ୧୦୯.୦୪ ୧୦୫.୫୭
ଯାଜପୁର ୧୦୯.୧୬ ୧୦୫.୬୮
ଝାରସୁଗୁଡ଼ା ୧୦୯.୦୨ ୧୦୫.୫୯
କଳାହାଣ୍ଡି ୧୧୨.୫ ୧୦୮.୯୪
କନ୍ଧମାଳ ୧୧୧.୩୧ ୧୦୭.୭୮
କେନ୍ଦ୍ରାପଡା ୧୦୮.୯୭ ୧୦୫.୫
କେନ୍ଦୁଝର ୧୧୦.୪୭ ୧୦୬.୯୪
ଖୋର୍ଦ୍ଧା ୧୦୮.୮୯ ୧୦୫.୪୪
କୋରାପୁଟ ୧୧୩.୨୮ ୧୦୯.୬୯
ମାଲକାନଗିରି ୧୧୪.୪୮ ୧୧୦.୮୬
ମୟୁରଭଞ୍ଜ ୧୦୯.୨୪ ୧୦୫.୮
ନବରଙ୍ଗପୁର ୧୧୩.୫୨ ୧୦୯.୯୩
ନୟାଗଡ଼ ୧୦୯.୩୪ ୧୦୫.୮୭
ନୂଆପଡ଼ା ୧୧୧.୭୫ ୧୦୮.୨୨
ପୁରୀ ୧୦୯.୧୮ ୧୦୫.୭୨
ରାୟଗଡ଼ା ୧୧୩.୦୪ ୧୦୯.୪୫
ସମ୍ବଲପୁର ୧୦୯.୬୧ ୧୦୬.୧୬
ସୋନପୁର ୧୧୦.୨ ୧୦୬.୭୩
ସୁନ୍ଦରଗଡ ୧୦୯.୮୨ ୧୦୬.୩୭

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.