Home Top News ଆଜି (୨୦ ଅକ୍ଟୋବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ମାଲକାନଗିରିରେ ପେଟ୍ରୋଲ ଦର ୧୧୨.୭୧ ଟଙ୍କା...

ଆଜି (୨୦ ଅକ୍ଟୋବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ମାଲକାନଗିରିରେ ପେଟ୍ରୋଲ ଦର ୧୧୨.୭୧ ଟଙ୍କା – ଜାଣନ୍ତୁ ଆପଣଙ୍କ ଜିଲ୍ଲାର ମୂଲ୍ୟ କେତେ?

54

ନୂଆ ଦିଲ୍ଲୀ ୨୦ -୧୦ (ଓଡ଼ିଆ ପୁଅ) ଦୁଇ ଦିନର ବ୍ରେକ୍‌ ପରେ ପୁଣି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ୱାରା ଆଜି ପୁଣି ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି ପାଇଛି। ଆଜି ଡିଜେଲର ମୂଲ୍ୟ ୩୫ ରୁ ୩୭ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ଦିଲ୍ଲୀରେ ୩୫ ପଇସା ବୃଦ୍ଧି ପାଇଛି।

ରାଜ୍ୟରେ ମାଲକାନଗିରିରେ ପେଟ୍ରୋଲ ଦର ୧୧୨.୭୧ ଟଙ୍କାରେ ପହଁଚିଛି।

ଜାଣନ୍ତୁ ଆପଣଙ୍କ ସହରରେ ମୂଲ୍ୟ କେତେ?
ମେଟ୍ରୋ ସହର ଗୁଡ଼ିକରେ ଦର

ପେଟ୍ରୋଲ ଦର

ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୧୦୬.୧୯ ୧୦୫.୮୪ ୦.୩୫
କୋଲକାତା ୧୦୬.୭୭ ୧୦୬.୪୩ ୦.୩୪
ମୁମ୍ବାଇ ୧୧୨.୧୧ ୧୧୧.୭୭ ୦.୩୪
ଚେନ୍ନାଇ ୧୦୩.୩୧ ୧୦୩.୧୬ ୦.୧୫
ଗୁରୁଗାଓଁ ୧୦୩.୮୧ ୧୦୩.୧୬ ୦.୬୫
ନୋଏଡା ୧୦୩.୨୫ ୧୦୩.୨୩ ୦.୦୨
ବାଙ୍ଗାଲୋର ୧୦୯.୮୯ ୧୦୯.୫୩ ୦.୩୬
ଭୁବନେଶ୍ୱର ୧୦୭.୧ ୧୦୭.୦୨ ୦.୦୮
ଚଣ୍ଡିଗଡ଼ ୧୦୨.୨୧ ୧୦୧.୮୭ ୦.୩୪
ହାଇଦ୍ରାବାଦ ୧୧୦.୪୬ ୧୧୦.୦୯ ୦.୩୭
ଜୟପୁର ୧୧୩.୩୮ ୧୧୩.୦୩ ୦.୩୫
ଲକ୍ଷ୍ନୌ ୧୦୩.୦୪ ୧୦୨.୮୩ ୦.୨୧
ପାଟନା ୧୧୦.୦୧ ୧୦୯.୩୨ ୦.୬୯
ତ୍ରୀଭେନ୍ଦ୍ରମ୍ ୧୦୮.୪୪ ୧୦୮.୦୯ ୦.୩୫
ଡିଜେଲ ଦର

ସହର

ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୯୪.୯୨ ୯୪.୫୭ ୦.୩୫
କୋଲକାତା ୯୮.୦୩ ୯୭.୬୮ ୦.୩୫
ମୁମ୍ବାଇ ୧୦୨.୮୯ ୧୦୨.୫୨ ୦.୩୭
ଚେନ୍ନାଇ ୯୯.୨୬ ୯୯.୦୭ ୦.୧୯
ଗୁରୁଗାଓଁ ୯୫.୬୬ ୯୫.୦୩ ୦.୬୩
ନୋଏଡା ୯୫.୪୨ ୯୫.୩୭ ୦.୦୫
ବାଙ୍ଗାଲୋର ୧୦୦.୭୫ ୧୦୦.୩୭ ୦.୩୮
ଭୁବନେଶ୍ୱର ୧୦୩.୫ ୧୦୩.୩୯ ୦.୧୧
ଚଣ୍ଡିଗଡ଼ ୯୪.୬୪ ୯୪.୨୯ ୦.୩୫
ହାଇଦ୍ରାବାଦ ୧୦୩.୫୬ ୧୦୩.୧୮ ୦.୩୮
ଜୟପୁର ୧୦୪.୫୮ ୧୦୪.୨୨ ୦.୩୬
ଲକ୍ଷ୍ନୌ ୯୫.୨୫ ୯୫.୦୨ ୦.୨୩
ପାଟନା ୧୦୧.୮୪ ୧୦୧.୨୧ ୦.୬୩
ତ୍ରୀଭେନ୍ଦ୍ରମ୍ ୧୦୨.୦୩ ୧୦୧.୬୭ ୦.୩୬

ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ।

ପୁନଶ୍ଚସୂଚନାଯୋଗ୍ୟଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ। ସକାଳ ୬ ଟାରୁ ନୂତନ ଦର ପ୍ରଯୁଜ୍ୟ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିହେବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ।

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପେଟ୍ରୋଲ ଏବଂ ଡିଜେଲ ଦର

ସହର/ଜିଲ୍ଲାର ନାମ ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୯.୧୩ ୧୦୮.୨୫ ୦.୮୮
ବାଲେଶ୍ୱର ୧୦୭.୪୭ ୧୦୬.୭୬ ୦.୭୧
ବରଗଡ ୧୦୮.୨୪ ୧୦୮.୦୯ ୦.୧୫
ଭଦ୍ରକ ୧୦୭.୭୨ ୧୦୭.୩୨ ୦.୪
ଭୁବନେଶ୍ୱର ୧୦୭.୧ ୧୦୭.୦୨ ୦.୦୮
ବଲାଙ୍ଗୀର ୧୦୯.୨୩ ୧୦୯.୨୭ -୦.୦୪
ବୌଦ୍ଧ ୧୦୯.୪ ୧୦୮.୭୭ ୦.୬୩
କଟକ ୧୦୭.୪୮ ୧୦୭.୧୩ ୦.୩୫
ଦେବଗଡ଼ ୧୦୮.୨୯ ୧୦୭.୫୯ ୦.୭
ଢେଙ୍କାନାଳ ୧୦୮.୧୯ ୧୦୭.୮୭ ୦.୩୨
ଗଜପତି ୧୦୯.୬ ୧୦୯.୨୫ ୦.୩୫
ଗଞ୍ଜାମ ୧୦୮.୬ ୧୦୭.୪୩ ୧.୧୭
ଜଗତସିଂହପୁର ୧୦୬.୬୪ ୧୦୬.୭୫ -୦.୧୧
ଯାଜପୁର ୧୦୭.୮୬ ୧୦୬.୯୬ ୦.୯
ଝାରସୁଗୁଡ଼ା ୧୦୭.୭୮ ୧୦୬.୮ ୦.୯୮
କଳାହାଣ୍ଡି ୧୧୦.୩୪ ୧୦୯.୪୮ ୦.୮୬
କନ୍ଧମାଳ ୧୦୮.୮୨ ୧୦୯.୫୪ -୦.୭୨
କେନ୍ଦ୍ରାପଡା ୧୦୭.୦୬ ୧୦୬.୪୪ ୦.୬୨
କେନ୍ଦୁଝର ୧୦୮.୭ ୧୦୮.୪୨ ୦.୨୮
ଖୋର୍ଦ୍ଧା ୧୦୭.୧ ୧୦୭.୦୨ ୦.୦୮
କୋରାପୁଟ ୧୧୧.୭୫ ୧୧୧.୫୨ ୦.୨୩
ମାଲକାନଗିରି ୧୧୨.୭୧ ୧୧୨.୩୬ ୦.୩୫
ମୟୁରଭଞ୍ଜ ୧୦୮.୫୫ ୧୦୭.୨୨ ୧.୩୩
ନବରଙ୍ଗପୁର ୧୧୧.୯୪ ୧୧୧.୦୮ ୦.୮୬
ନୟାଗଡ଼ ୧୦୭.୫୭ ୧୦୭.୫୩ ୦.୦୪
ନୂଆପଡ଼ା ୧୦୯.୯୩ ୧୦୯.୭୪ ୦.୧୯
ପୁରୀ ୧୦୭.୫୪ ୧୦୭.୦୫ ୦.୪୯
ରାୟଗଡ଼ା ୧୧୦.୯୯ ୧୧୦.୯୨ ୦.୦୭
ସମ୍ବଲପୁର ୧୦୭.୭ ୧୦୭.୪୪ ୦.୨୬
ସୋନପୁର ୧୦୮.୭୭ ୧୦୮.୩ ୦.୪୭
ସୁନ୍ଦରଗଡ ୧୦୮.୭୩ ୧୦୭.୩୩ ୧.୪
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୫.୪୬ ୧୦୪.୫୮ ୦.୮୮
ବାଲେଶ୍ୱର ୧୦୩.୮୮ ୧୦୩.୧୬ ୦.୭୨
ବରଗଡ ୧୦୪.୬୩ ୧୦୪.୪୪ ୦.୧୯
ଭଦ୍ରକ ୧୦୪.୧୩ ୧୦୩.୬୯ ୦.୪୪
ଭୁବନେଶ୍ୱର ୧୦୩.୫ ୧୦୩.୩୯ ୦.୧୧
ବଲାଙ୍ଗୀର ୧୦୫.୫୮ ୧୦୫.୫୮
ବୌଦ୍ଧ ୧୦୫.୭୩ ୧୦୫.୦୮ ୦.୬୫
କଟକ ୧୦୩.୮୭ ୧୦୩.୪୯ ୦.୩୮
ଦେବଗଡ଼ ୧୦୪.୬୮ ୧୦୩.୯୬ ୦.୭୨
ଢେଙ୍କାନାଳ ୧୦୪.୫୬ ୧୦୪.୨୧ ୦.୩୫
ଗଜପତି ୧୦୫.୯୨ ୧୦୫.୫୩ ୦.୩୯
ଗଞ୍ଜାମ ୧୦୪.୯୬ ୧୦୩.୭୮ ୧.୧୮
ଜଗତସିଂହପୁର ୧୦୩.୦୪ ୧୦୩.୧ -୦.୦୬
ଯାଜପୁର ୧୦୪.୨୨ ୧୦୩.୩୧ ୦.୯୧
ଝାରସୁଗୁଡ଼ା ୧୦୪.୧୮ ୧୦୩.୧୯ ୦.୯୯
କଳାହାଣ୍ଡି ୧୦୬.୬୬ ୧୦୫.୭୮ ୦.୮୮
କନ୍ଧମାଳ ୧୦୫.୧୭ ୧୦୫.୮୧ -୦.୬୪
କେନ୍ଦ୍ରାପଡା ୧୦୩.୪୫ ୧୦୨.୮୧ ୦.୬୪
କେନ୍ଦୁଝର ୧୦୫.୦୩ ୧୦୪.୭୧ ୦.୩୨
ଖୋର୍ଦ୍ଧା ୧୦୩.୫ ୧୦୩.୩୯ ୦.୧୧
କୋରାପୁଟ ୧୦୮.୦୧ ୧୦୭.୭୫ ୦.୨୬
ମାଲକାନଗିରି ୧୦୮.୯୪ ୧୦୮.୫୬ ୦.୩୮
ମୟୁରଭଞ୍ଜ ୧୦୪.୯୨ ୧୦୩.୬ ୧.୩୨
ନବରଙ୍ଗପୁର ୧୦୮.୧୯ ୧୦୭.୩୨ ୦.୮୭
ନୟାଗଡ଼ ୧୦୩.୯୬ ୧୦୩.୮୮ ୦.୦୮
ନୂଆପଡ଼ା ୧୦୬.୨୬ ୧୦୬.୦୪ ୦.୨୨
ପୁରୀ ୧୦୩.୯୪ ୧୦୩.୪୨ ୦.୫୨
ରାୟଗଡ଼ା ୧୦୭.୨୬ ୧୦୭.୧୪ ୦.୧୨
ସମ୍ବଲପୁର ୧୦୪.୧୧ ୧୦୩.୮୧ ୦.୩
ସୋନପୁର ୧୦୫.୧୪ ୧୦୪.୬୫ ୦.୪୯
ସୁନ୍ଦରଗଡ ୧୦୫.୧ ୧୦୩.୭୧ ୧.୩୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.