Home Coronavirus Outbreak ଆଜି ସୁରାଟରୁ ବ୍ରହ୍ମପୁର ଆସିବ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍

ଆଜି ସୁରାଟରୁ ବ୍ରହ୍ମପୁର ଆସିବ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍

476

ନୂଆ ଦିଲ୍ଲୀ ୨-୫ (ଓଡ଼ିଆ ପୁଅ) ଆଜି ଅପରାହ୍ନ ୪ଟା ଓ ରାତି ୧୦ଟାରେ ସୁରାଟରୁ ବ୍ରହ୍ମପୁର ଅଭିମୁଖେ ବାହାରିବ ୨ଟି ସ୍ୱତନ୍ତ୍ର ଟ୍ରେନ୍। ଏହି ସ୍ୱତନ୍ତ୍ର ଟ୍ରେନ୍ ପ୍ରବାସୀ ଓଡ଼ିଆ ମାନଙ୍କୁ ନେଇ ଓଡିଶା ଆସିବ।

ଶ୍ରମିକଙ୍କ ପାଇଁ ରେଳବାଇ ଦ୍ୱାରା ଆରମ୍ଭ କରାଯାଇଛି ସ୍ୱତନ୍ତ୍ର ଶ୍ରମିକ ସ୍ପେସାଲ ଟ୍ରେନ୍। ଗତକାଲି କେରଳରୁ ମଧ୍ୟ ପ୍ରବାସୀ ଶ୍ରମିକଙ୍କୁ ଧରି ଗୋଟିଏ ଟ୍ରେନ ଯାତ୍ରାରମ୍ଭ କରିଛି। ଏହି ଟ୍ରେନରେ ପ୍ରାୟ ୧୨ଶହ ଶ୍ରମିକ ଓଡ଼ିଶା ଆସିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନ୍ ରେ ରଖାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.