Home ଓଡ଼ିଶା ଆଜି ରାଜ୍ୟରେ ସୁସ୍ଥ ହେଲେ ୪୦୪ କରୋନା ଆକ୍ରାନ୍ତ

ଆଜି ରାଜ୍ୟରେ ସୁସ୍ଥ ହେଲେ ୪୦୪ କରୋନା ଆକ୍ରାନ୍ତ

25

ଭୁବନେଶ୍ୱର ୧୩ -୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ସୁସ୍ଥ ହେଲେ ୪୦୪ କରୋନା ଆକ୍ରାନ୍ତ।

୧୬୪ ଜଣ ଖୋର୍ଦ୍ଦା ଜିଲ୍ଲାରୁ
୬୨ ଜଣ କଟକ ଜିଲ୍ଲାରୁ
୨୨ ଜଣ ମୟୁରଭଞ୍ଜ ଜିଲ୍ଲାରୁ
୧୯ ଜଣ ପୁରୀ ଜିଲ୍ଲାରୁ
୧୮ ଜଣ ଜଗତସିଂହପୁର ଜିଲ୍ଲାରୁ
୧୬ ଜଣ ଯାଜପୁର ଜିଲ୍ଲାରୁ
୧୨ ଜଣ ସମ୍ବଲପୁର ଜିଲ୍ଲାରୁ
୯ ଜଣ ବାଲେଶ୍ୱର ଜିଲ୍ଲାରୁ
୯ ଜଣ କେନ୍ଦ୍ରାପଡ଼ା ଜିଲ୍ଲାରୁ
୬ ଜଣ ଅନୁଗୁଳ ଜିଲ୍ଲାରୁ
୫ ଜଣ ନୟାଗଡ଼ ଜିଲ୍ଲାରୁ
୪ ଜଣ ଗଞ୍ଜାମ ଜିଲ୍ଲାରୁ
୪ ଜଣ କେନ୍ଦୁଝର ଜିଲ୍ଲାରୁ
୩ ଜଣ କଳାହାଣ୍ଡି ଜିଲ୍ଲାରୁ
୩ ଜଣ ରାୟଗଡ଼ା ଜିଲ୍ଲାରୁ
୨ ଜଣ ଦେବଗଡ଼ ଜିଲ୍ଲାରୁ
୨ ଜଣ ଗଜପତିଜିଲ୍ଲାରୁ
୨ ଜଣ କୋରାପୁଟ ଜିଲ୍ଲାରୁ
୧ ଜଣ ବରଗଡ଼ ଜିଲ୍ଲାରୁ
୧ ଜଣ ଭଦ୍ରକ ଜିଲ୍ଲାରୁ
୧ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ
୩୯ ଜଣ ଷ୍ଟେଟ୍ ପୁଲ୍ ରୁ ସୁସ୍ଥ ହୋଇଛନ୍ତି।

ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦,୨୦,୧୬୮ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.