Home ଜିଲ୍ଲା ପରିକ୍ରମା ଆଜି ପୁରୀରୁ ୧୨ କରୋନା ଆକ୍ରାନ୍ତ ଚିହ୍ନଟ – ଜାଣନ୍ତୁ କେଉଁଠାରୁ କେତେ?

ଆଜି ପୁରୀରୁ ୧୨ କରୋନା ଆକ୍ରାନ୍ତ ଚିହ୍ନଟ – ଜାଣନ୍ତୁ କେଉଁଠାରୁ କେତେ?

55

ପୁରୀ ୨୯-୯ (ଓ.ପୁ) ଆଜି ପୁରୀରୁ ୧୨ କରୋନା ଆକ୍ରନାତ ଚିହ୍ନଟ – ଜାଣନ୍ତୁ କେଉଁଠାରୁ କେତେଯ

ପୁରୀ ମ୍ୟୁନିସିପାଲିଟିରୁ ୨ ଜଣ, ୱାର୍ଡନଂ ୨୧ ରୁ ୧ ଜଣ ଏବଂ ପୁରୀ ୱାର୍ଡନଂ ୨୮ ରୁ ୧ ଜଣ

କୋଣାର୍କ ରୁ ୩ ଜଣ ୱାର୍ଡନଂ ୪ ରୁ ୨ ଜଣ ଏବଂ କୋଣାର୍କ ୱାର୍ଡନଂ ୧୦ ରୁ ୧ ଜଣ

ନିମାପଡ଼ା ରୁ ୨ ଜଣ

ପିପିଲି ରୁ ୨ ଜଣ

ସତ୍ୟବାଦୀ ରୁ ୨ ଜଣ ବେଲାପୁର ଏବଂ ନୂଆ ସ୍ଲମେଶ୍ୱରପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛିବା ବେଳେ

ଅନ୍ୟଜିଲ୍ଲାରୁ (କଟକ) ରୁ ଜଣେ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.