Home ଓଡ଼ିଶା ଆଜିଠୁ ‘ମୋ ସରକାର’ର ଶୁଭାରମ୍ଭ

ଆଜିଠୁ ‘ମୋ ସରକାର’ର ଶୁଭାରମ୍ଭ

357

ଭୁବନେଶ୍ଵର,୦୨/୧୦,(ଓଡ଼ିଆ ପୁଅ ପି ନାଏକ): ଆଜିଠାରୁ ଆରମ୍ଭ ହେବ ବହୁଚର୍ଚ୍ଚିତ ‘ମୋ ସରକାର’ କାର୍ଯ୍ୟକ୍ରମ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ବିଭାଗ ଓ ଗୃହ ବିଭାଗରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । କାଲିଠୁ ଲୋକଙ୍କ ପାଖକୁ ସିଧାସଳଖ ଫୋନ କରିବେ ରାଜ୍ୟ ମୁଖିଆ । ସରକାରୀ ଅଧିକାରୀଙ୍କ କାର୍ଯ୍ୟଧାରା ବିଷୟରେ ଲୋକଙ୍କ ପାଖରୁ ପଚାରି ବୁଝିବେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଥାନାରେ ଆପଣଙ୍କ ଅଭିଯୋଗ ପୋଲିସ ଶୁଣୁଛି କି ନାହିଁ । ଡାକ୍ତରଖାନାରେ ଆପଣଙ୍କୁ କେମିତି ସେବା ମିଳୁଛି । ଏସବୁ ବିଷୟରେ ଜନସଧାରଣଙ୍କୁ ପ୍ରଶ୍ନ ପଚାରିବେ ମୁଖ୍ୟମନ୍ତ୍ରୀ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.