Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ପୀଠର ଉନ୍ନତି ପାଇଁ ୫୦ହଜାର ଟଙ୍କା ଦାନ କଲେ ବ୍ଲକ ଅଧ୍ୟକ୍ଷା

ଆଖଣ୍ଡଳମଣିଙ୍କ ପୀଠର ଉନ୍ନତି ପାଇଁ ୫୦ହଜାର ଟଙ୍କା ଦାନ କଲେ ବ୍ଲକ ଅଧ୍ୟକ୍ଷା

43

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାବା ଆଖଣ୍ଡଳମଣିଙ୍କ ପୀଠର ଉନ୍ନ୍ୱତି ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ଦେଖା ଦେଇଛି । ଏପରିକି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ପ୍ରର୍ଯ୍ୟାୟରେ ୬କୋଟି ଟଙ୍କା ଯୋଗାଇ ଦିଆଯାଇଥିବା ବେଳେ ଆଜି ଆରଡି ପୀଠକୁ କାର୍ଯ୍ୟର ଶୁଭାରମ୍ଭ କରିବା ନିମନ୍ତେ ଆସିଥିବା ଭଦ୍ରକ ଜିଲାପାଳ ଡ. ଜ୍ଞାନ ଦାସ ଓ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ପିତାମ୍ବର ସାମଲଙ୍କ ଉପସ୍ଥିତରେ ଚାନ୍ଦବାଲୁ ବ୍ଲକ ଅଧ୍ୟକ୍ଷା ମାନସୀ ସାହୁ ଓ ତାଙ୍କ ସ୍ୱାମୀ ରଞ୍ଜନ ସାହୁ ମଣିବାବାଙ୍କ ମନ୍ଦିରର ଉନ୍ନତି ନିମନ୍ତେ ୫୦ହଜାର ଟଙ୍କା ଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.