Home ଜିଲ୍ଲା ପରିକ୍ରମା ଆକ୍ରାନ୍ତ ୮ କୋବିଡ ଯୋଦ୍ଧାଙ୍କ ଆଶୁ ଆରୋଗ୍ୟ କାମନା କଲେ ଜିଲ୍ଲାପାଳ

ଆକ୍ରାନ୍ତ ୮ କୋବିଡ ଯୋଦ୍ଧାଙ୍କ ଆଶୁ ଆରୋଗ୍ୟ କାମନା କଲେ ଜିଲ୍ଲାପାଳ

115

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର କରୋନା ଯୋଦ୍ଧାମାନେ ଅକ୍ଳାନ୍ତ ପରିଶ୍ରମ କରି କରୋନାକୁ ମୁକାବିଲା କରୁଥିବା ବେଳେ ଜିଲ୍ଳାର ୮ଜଣ କୋବିଡ ଯୋଦ୍ଧା କରୋନା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଆଶାକର୍ମୀ, ୬ ପୁଲିସ କର୍ମଚାରୀ, ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତ ହୋଇଛନ୍ତି । ଜିଲ୍ଳାପାଳ ଡ. ଜ୍ଞାନ ଦାସ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବା ସହିତ ସେମାନଙ୍କ ମନୋବଳକୁ ଦୃଢ କରିଛନ୍ତି । ଏଥିସହ ଜିଲ୍ଲାପାଳ ଡ. ଦାସ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.