Home ଜିଲ୍ଲା ପରିକ୍ରମା ଆଇନ ଭାଙ୍ଗି ଖୋଲାଖୋଲି ମଦ ପିଇବା ପଡିଲା ମହଙ୍ଗା, ମଦୁଆଙ୍କୁ ଗୋଡ଼ାଇ ଗୋଡାଇ ପିଟିଲା ପୋଲିସ

ଆଇନ ଭାଙ୍ଗି ଖୋଲାଖୋଲି ମଦ ପିଇବା ପଡିଲା ମହଙ୍ଗା, ମଦୁଆଙ୍କୁ ଗୋଡ଼ାଇ ଗୋଡାଇ ପିଟିଲା ପୋଲିସ

10

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାର ମଦ କାରବାର ଉପରେ କଡ଼ାକଡ଼ି ଆଇନ ଲାଗୁ କରିବାକୁ ଯୋଜନା କରୁଥିବା ବେଳେ ଆକ୍ସନ ମୋଡ଼ରେ ଏବେ ଭଦ୍ରକ ସହରାଂଚଳ ପୋଲିସ । ସର୍ବସାଧାରଣ ସ୍ଥାନରେ ମଦ ପିଉଥିବା ମଦୁଆଙ୍କୁ ସାବାଡ଼ କରିବାକୁ ପୋଲିସ କଡ଼ା ଆକ୍ସନ ନେଇଛି । ଭଦ୍ରକ ସହରାଂଚଳ ଥାନା ଅଧିକାରୀ ପ୍ରଭାଂଶୁ ମିଶ୍ରଙ୍କ ନେତୃତ୍ୱରେ ଭଦ୍ରକ ସହରର ବାଇପାସ୍‌, ଚରମ୍ପା ଓ ବନ୍ତ ଛକ ମଦ ଦୋକାନ ବାହାରେ ଖୁଲମଖୁଲା ମଦ ପିଉଥିବା ମଦୁଆଙ୍କୁ ମାଡ ଆଉ ଘଉଡ଼ାଇବାର ଦୃଶ୍ୟ ଦେଖିବାକୁ ମିଳିଛି । ମଦ ଦୋକାନରୁ ମଦ କିଣି ସେହିଠାରେ ମଦ ପିଉଥିବା ବେଳେ ପୋଲିସ ଆକ୍ସନ ନେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.