Home ଜିଲ୍ଲା ପରିକ୍ରମା ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଭୂମିପୂଜା ଊପଲକ୍ଷେ ନୟାଗଡ଼ ଜିଲାର ବିଭିନ୍ନ ରାମମନ୍ଦିରରେ ପୂଜାପାଠ

ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଭୂମିପୂଜା ଊପଲକ୍ଷେ ନୟାଗଡ଼ ଜିଲାର ବିଭିନ୍ନ ରାମମନ୍ଦିରରେ ପୂଜାପାଠ

142

ନୟାଗଡ଼, ୫ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଅଯୋଧ୍‌୍ୟାରେ ରାମ ମନ୍ଦିର ନିର୍ମାଣର ପୂମିପୂଜାକୁ ସମ୍ମାନ ଜଣାଇ ନୟାଗଡ଼ ଜିଲାର ବିଭିନ୍ନ ରାମ ମନ୍ଦିର ଓ ହନୁମାନ ମନ୍ଦିର ଗୁଡ଼ିକରେ ପୂଜାପାଠ ସହ ଜୟ ଶ୍ରୀରାମ ଧ୍ୱନିରେ ମୁଖରିତ ହୋଇପଡ଼ିଛି। ରାମମନ୍ଦିର ଓ ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁମାନେ ଭୂମିପୂଜନର ପୂର୍ବରୁ ଉପସ୍ଥିତ ହୋଇ ସେହି ମାହେନ୍ଦ୍ର ବେଳାକୁ ଅନେଇ ବସିଥିଲାବେଳେ ଭୂମିପୂଜନ ସମୟରେ ଉତ୍ସାହିତ ହୋଇ ପୂଜାପାଠ ସହିତ ରାମ ଭଜନ ଗାନ କରିଥିଲେ  ା ବିଭିନ୍ନ ସ୍ଥାନରେ ଆବାଳ ବୃଦ୍ଧ ବନିତା ଧୂପ, ଦୀପ ଜାଳି ଏହି ପୂଜାପାଠ ସମୟରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.