Home କୋରାପୁଟ ଅତ୍ୟାବଶ୍ୟକ ଦ୍ରବ୍ୟର ଅପ୍ରତ୍ୟାଶିତ ମୁଲ୍ୟ ବୃଦ୍ଧି ପ୍ରତିବାଦରେ ବିଏମଏସର ଦାବିପତ୍ର ପ୍ରଦାନ

ଅତ୍ୟାବଶ୍ୟକ ଦ୍ରବ୍ୟର ଅପ୍ରତ୍ୟାଶିତ ମୁଲ୍ୟ ବୃଦ୍ଧି ପ୍ରତିବାଦରେ ବିଏମଏସର ଦାବିପତ୍ର ପ୍ରଦାନ

50

କୋରାପୁଟ ୦୯-୦୯(ଓଡିଆ ପୁଅ /ରଂଜନ ଦାସ)ଦେଶରେ ଅତ୍ୟାବଶ୍ୟକ ଦ୍ରବ୍ୟର ଅପ୍ରତ୍ୟାଶିତ ମୁଳ୍ୟ ବୃଦ୍ଧି ପ୍ରତିବାଦରେ ଭାରତୀୟ ମଜଦୁର ସଂଘ କୋରାପୁଟ ଜିଲ୍ଲା ଶାଖାର ସଭାପତି ଏ.ଭିମା ରାଓ ଓ ସଂପାଦକ ବିରଂଚି ନାରାୟଣ ଷଡଙ୍ଗୀଙ୍କ ନେତୃତ୍ୟରେ ଆଶା ଓ ଅଙ୍ଗନବାଡି କର୍ମିମାନେ ଏକତ୍ରୀତ ହୋଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପ୍ରତିବାଦ ସଭା କରିଥିଲେ ।ଦରଦାମ ନିୟନ୍ତ୍ରଣ କରିବାକୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ ।ସହକାରୀ ଜିଲ୍ଲାପାଳ ସୁଜିତ କୁମାର ମିଶ୍ର ଦାବି ପତ୍ର ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.