Home କେନ୍ଦୁଝର ଅଗ୍ନିକାଣ୍ଡ ଯୋଗୁ ଜଳି ଗଲା ଛଣ ଛପର ଘର ବାସହୀନ ହୋଇଗଲେ ବିଧବା ମହିଳା

ଅଗ୍ନିକାଣ୍ଡ ଯୋଗୁ ଜଳି ଗଲା ଛଣ ଛପର ଘର ବାସହୀନ ହୋଇଗଲେ ବିଧବା ମହିଳା

247

ପାଟଣା ୯-୧୨ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖୁଣ୍ଟାପିଙ୍ଗୁ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗ୍ରାମର ବିଧବା ମହିଳା ଜିଙ୍ଗି ମୁଣ୍ଡାଙ୍କର ଦୁଇ ବଖରା ଛଣ ଛପର ଘର ସମ୍ପୂର୍ଣ୍ଣ ପୋଡି ଯାଇଛି। ଏଥି ସହିତ ଖଳାରେ ରଖିଥିବା ଧାନ ମଧ୍ୟ ପଡି ଯାଇ ନଷ୍ଟ ହୋଇଯାଇଛି। ଗ୍ରାମବାସୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଛି। ଜିଙ୍ଗି ଜଣେ ଅସହାୟ ମହିଳା ହୋଇଥିବାରୁ ଖୁବ ଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.