ad
ଓଡ଼ିଶା

୧୨ ଫୁଟିଆ ଅଜଗର ଉଦ୍ଧାର

ବାଲେଶ୍ବର,୦୨/୦୯,(ଓଡ଼ିଆ ପୁଅ ପି ନାଏକ):ବାଲେଶ୍ୱର ଜିଲ୍ଲା ନୀଳଗିରି ଏନ୍‌.ଏ.ସି ସାଳବନ୍ଧ ଗାଁରୁ ପୁଣି ଏକ ୧୨ ଫୁଟିଆ ଅଜଗର ସାପ ଉଦ୍ଧାର ହୋଇଛି । କୂଳଡିହା ଅଭୟାରଣ୍ୟ ଜଙ୍ଗଲରୁ ସାପଟି ପଳାଇ ଆସିଥିବା ବେଳେ ଗ୍ରାମବାସୀ ଦେଖି ବନବିଭାଗକୁ ଖବର ଦେଇଥିଲେ । ୱାଇଲ୍ଡ ଲାଇଫ୍‌ ସଦସ୍ୟ ପ୍ରକାଶ ମର୍ଦରାଜ ଗାଁରେ ପହଞ୍ଚି ସାପଟିକୁ ଉଦ୍ଧାର କରି କୂଳଡିହା ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top