Home ଓଡ଼ିଶା ୧୨୦ ସେକେଣ୍ଡରେ ହ୍ୟାକ ହେବ ଆଇଫୋନ

୧୨୦ ସେକେଣ୍ଡରେ ହ୍ୟାକ ହେବ ଆଇଫୋନ

787

ନୂଆଦିଲ୍ଲୀ,୧୨/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆପଲ ଆଇଫୋନର ସବୁଠୁ ଖାସ୍‌ ଫିଚର ଏବେ ସୁରକ୍ଷିତ ନାହିଁ। ଏକ ରିସର୍ଚ୍ଚ ରିପୋର୍ଟ ମୁତାବକ ଆପଲ ଡିଭାଇସର ଫେସ୍‌ ଆଇଡି ଫିଚରରେ ବଡ ବଗ ରହିଛି ଯେଉଁ କାରଣରୁ ଆପଲର ଫେସ ଆଇଡିକୁ କଳା ଟେପ ଏବଂ ଚଷମା ସାହାଯ୍ୟରେ ଅନଲକ୍‌ କରାଯାଇପାରିବ।

ଚୀନର ରିସର୍ଚ୍ଚ କମ୍ପାନୀ ଟେନସେଣ୍ଟ ରିସଚ୍ଚର୍ସ ବ୍ଲାକ ହେଟ ସିକ୍ୟୁରିଟୀ କନଫେରେନ୍ସ ସମୟରେ ଆପଲର ଫେସ୍‌ ଆଇଡି ଫିଚରରେ ଥିବା ବଗକକୁ ଲାଇଭ୍‌ ଡେମୋ ଦେଖାଇଲେ। ଅନୁସନ୍ଧାନକାରୀଙ୍କ ମୁତାବକ ପ୍ରାୟ ୧୨୦ ସେକେଣ୍ଡରେ ଆଇଫୋନକୁ ହ୍ୟାକ୍‌ କରାଯାଇପାରେ।
ଇଭେଣ୍ଟ ସମୟରେ ରିସର୍ଚ୍ଚର ଟିମ ଆପଲ ଫେସ୍‌ ଆଇଡିର ଲକ୍‌ ଖୋଲିବା ପାଇଁ ‘ଲାଇବନେସ’ ଅର୍ଥଟେକେସନର ବ୍ୟବହାର କଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.