Home Top News ହୀରାକୁଦ ଡ୍ୟାମରେ ଗାଧୋଇବାକୁ ଯାଇ ୨ ନିଖୋଜ

ହୀରାକୁଦ ଡ୍ୟାମରେ ଗାଧୋଇବାକୁ ଯାଇ ୨ ନିଖୋଜ

40

ସମ୍ବଲପୁର ୭-୮ (ଓଡ଼ିଆ ପୁଅ) : ହୀରାକୁଦ ଡ୍ୟାମରେ ଗାଧୋଇବାକୁ ଯାଇ ୨ ନିଖୋଜ ହୋଇଥିବା ଜଣାପଡ଼ିଛି। ଝାଙ୍କରାଣୀ ମନ୍ଦିର ନିକଟରେ ଗାଧୋଇଲା ବେଳେ ୨ ଜଣ ବୁଡ଼ିଯାଇଥିବା ଖବର ଆସୁଥିବା ବେଳେ ସେମାନେ ଏକ ସଂସ୍ଥାର କର୍ମଚାରୀ ବୋଲି ଜଣାପଡ଼ିଛି। ତେବେ ଉଦ୍ଧାର କାର୍ଯ୍ୟ ଜାରିରଖିଛି ଅଗ୍ନିଶମ ବିଭାଗ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.