Home ଓଡ଼ିଶା ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ

ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ

270

ସମ୍ବଲପୁର,୦୮/୧୦,(ଓଡ଼ିଆ ପୁଅ ପି ନାଏକ): ହାତୀ ଆତଙ୍କକୁ ନେଇ ଯେତେ ଖବର ବାହାରିଲେ ମଧ୍ୟ ଏହା ର କିଛି ପ୍ରଭାବ ପଡ଼ୁନାହିଁ । ଦିନକୁ ଦିନ ହାତୀ ଆତଙ୍କ ବଢୁଛି । ହାତୀ କେତେବେଳେ କାହାର ପ୍ରାଣ ନଉଛି ତ କେତେବେଳେ ଫସଲ ନଷ୍ଟ କରୁଛି । ଏବେ ଆଉ ଏକ ଘଟଣା ଘଟିଛି । ଏକ ବଣୁଆ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ପ୍ରକାଶ ପାଇଛି । ଏହି ଘଟଣା ସମ୍ବଲପୁର ଜିଲ୍ଲା ରେ ଘଟିଛି । ତେବେ ମୃତକ ଜଣଙ୍କ ଦଶରଥ ନିର୍ଦ୍ଧା ବୋଲି ସୂଚନା ମିଳିଛି । ଜଙ୍ଗଲ ମଧ୍ୟ ଦେଇ ଗଲାବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ପରେ ଗାଁ ର କିଛି ଲୋକ ସେହି ବାଟଦେଇ ଗଲା ବେଳେ ଏହା ଦେଖି ବାକୁ ପାଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.